ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବି ଦୁଃଖିତ ନୁହନ୍ତି ରୋହିତ: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ମଧ୍ୟ ରୋହିତ ଶର୍ମା ଦୁଃଖିତ ନୁହନ୍ତି। ସେ କହିଛନ୍ତି, “ଏହି ସିରିଜ୍‌ ସମୟରେ ଏକାଧିକ ପଜେଟିଭ୍‌ ପରିବର୍ତ୍ତନ ଆସିଛି। ପୂରା ଗସ୍ତରେ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଅଧିକ ପରିଶ୍ରମ କରିଥିଲେ ବି କିଛି ତ୍ରୁଟି କରିଥିଲେ। ପରାଜୟକୁ ନେଇ ସେମାନେ ଦୁଃଖିତ ଥିବେ।” ସେ ଆହୁରି କହିଛନ୍ତି, “ଟି-ଟ୍ୱେଣ୍ଟିରେ ୧-୨ରେ ପରାସ୍ତ ହେବା ସତ୍ତ୍ୱେ ଆମେ ପଜେଟିଭ୍‌ ପରିବର୍ତ୍ତନ ନେଇ ସ୍ୱଦେଶ ଫରିବୁ। ଭାରତ, […]

rohit

rohit

Rakesh Mallick
  • Published: Monday, 11 February 2019
  • Updated: 11 February 2019, 04:49 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ମଧ୍ୟ ରୋହିତ ଶର୍ମା ଦୁଃଖିତ ନୁହନ୍ତି। ସେ କହିଛନ୍ତି, “ଏହି ସିରିଜ୍‌ ସମୟରେ ଏକାଧିକ ପଜେଟିଭ୍‌ ପରିବର୍ତ୍ତନ ଆସିଛି। ପୂରା ଗସ୍ତରେ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଅଧିକ ପରିଶ୍ରମ କରିଥିଲେ ବି କିଛି ତ୍ରୁଟି କରିଥିଲେ। ପରାଜୟକୁ ନେଇ ସେମାନେ ଦୁଃଖିତ ଥିବେ।”

ସେ ଆହୁରି କହିଛନ୍ତି, “ଟି-ଟ୍ୱେଣ୍ଟିରେ ୧-୨ରେ ପରାସ୍ତ ହେବା ସତ୍ତ୍ୱେ ଆମେ ପଜେଟିଭ୍‌ ପରିବର୍ତ୍ତନ ନେଇ ସ୍ୱଦେଶ ଫରିବୁ। ଭାରତ, ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜି ଓ ଦିନିକିଆ ସିରିଜ୍‌ ଜିତିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଘରୋଇ ଦଳକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲୁ। ଟି-ଟ୍ୱେଣ୍ଟି ସିରିଜ୍‌ରେ ପ୍ରଥମ ବିଜୟ ବହୁତ ଆନନ୍ଦଦାୟକ। ହେଲେ ତୃତୀୟ ଟି-ଟ୍ୱେଣ୍ଟିରେ ଘରୋଇ ଦଳ ୪ ରନ୍‌ରେ ଆମକୁ ହରାଇ ରୋମାଞ୍ଚକର ଭାବେ ବିଜୟୀ ହୋଇଛି। ଆମେ ଲକ୍ଷ୍ୟ ହାସଲ କରିପାରିଲୁନି ଖରାପ ଲାଗୁଛି। ହେଲେ ଶେଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲୁ। ୨୧୩ ରନ୍‌ର ଲକ୍ଷ୍ୟ ହାସଲ କରିବା ସବୁବେଳେ କଷ୍ଟକର। ଆମେ ଏହାର ନିକଟତର ହୋଇପାରିଥିଲେ। ସେମାନେ (ନ୍ୟୁଜିଲ୍ୟାଣ୍ଡ) ନିୟନ୍ତ୍ରିତ ଭାବେ ଖେଳିଥିଲେ ଓ ୟର୍କର ବଲ୍‌ ପକାଇବା ଜାରି ରଖିଥିଲେ।”

ସେ ଆହୁରି କହିଥିଲେ, “ଆମେ ଦିନିକିଆ ସିରିଜରେ ଭଲ ଆରମ୍ଭ କରିଥିଲୁ ଓ ଟି-ଟ୍ୱେଣ୍ଟି ସିରିଜ୍‌ରେ ବିଜୟ ହାସଲ କରିବାକୁ ଚାହୁଁଥିଲୁ। ଯଦି ଆମେ ଏହି ସିରିଜ୍‌ ଜିତି ଘରକୁ ଫେରିଥାନ୍ତି, ବହୁତ ଭଲ ହୋଇଥାନ୍ତା, ହେଲେ ଏହା ହୋଇପାରିଲାନାହିଁ। ଏବେ ଆମକୁ ପୁରୁଣା କଥା ଭୁଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story