/odisha-reporter/media/post_attachments/uploadimage/library/16_9/16_9_0/IMAGE_1719833401.jpg)
Rohit Sharma
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719833401.jpg)
1/6
ବାର୍ବଡସରେ ସମୁଦ୍ରକୂଳରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ଧରି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଫଟୋ ଶୁଟ୍ ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719833526.jpg)
2/6
ବାର୍ବଡସରେ ସମୁଦ୍ର କୂଳରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ସହିତ ରୋହିତ ଶର୍ମା ଫଟୋ ଶୁଟ୍ କରିଥିବା ବେଳେ ସେଗୁଡ଼ିକୁ ବିସିସିଆଇ ତା’ ‘ଏକ୍ସ’ ହ୍ୟାଣ୍ଡେଲରରେ ଶେଆର କରିଛି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719833630.jpg)
3/6
ଶନିବାର ଖେଳା ଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ଚାମ୍ପିୟନ ହୋଇଥିଲା। ଏଥିସହ ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଥିଲା। ଏହି ବିଜୟରେ ବହୁତ ଖୁସି ଅଛନ୍ତି ରୋହିତ ଶର୍ମା।
/odisha-reporter/media/post_attachments/uploadimage/library/16_9/16_9_0/Rohit_1719833889.jpg)
4/6
୨୦୦୭ରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଜିତିଥିଲା ଭାରତ। ସେତେବେଳେ ମହେନ୍ଦ୍ର ସିଂହ ଧୋନି ଅଧିନାକୟ ଥିଲେ। ଖେଳାଳି ଭାବେ ଟିମ୍ରେ ଥିଲେ ରୋହିତ। ଏବେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ଟ୍ରଫି କବଜା କରିଛି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719833962.jpg)
5/6
ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି।
/odisha-reporter/media/post_attachments/uploadimage/library/16_9/16_9_0/Rohit_1719834048.jpg)
6/6
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
