Advertisment

ଟି-୨୦ ବିଶ୍ୱକପ ଟ୍ରଫି ସହିତ ରୋହିତଙ୍କ ଫଟୋ ଶୁଟ୍

ବିଶ୍ୱକପ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଫଟୋ ଶୁଟରେ ମାତିଛନ୍ତି। ସେ ବିଶ୍ୱକପ ସହ ରବିବାର ବାର୍ବଡସରେ ସମୁଦ୍ର କୂଳରେ ଫଟୋ ଶୁଟ କରିଥିଲେ। ଆଜି ବିସିସିଆଇ ରୋହିତଙ୍କ ଫଟୋ ଶୁଟ୍‌ର କିଛି ଝଲକ ସାର୍ବଜନୀନ କରିଛି।

Rohit Sharma

Rohit Sharma

Advertisment
T 20 World Cup Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe