ଦୁବାଇ: ICC T20 ବ୍ୟାଟିଂ ମାନ୍ୟତା ତାଲିକାରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଉପରକୁ ଉଠିଥିବା ବେଳେ ଅଧିନାୟକ ବିରାଟ କୋହଲି ତଳକୁ ଖସିଛନ୍ତି। ରୋହିତ, କେଏଲ୍ ରାହୁଲଙ୍କ ସହ ୩ଟି ସ୍ଥାନ ଅଦଳବଦଳ କରିଛନ୍ତି। ରୋହିତ ୩ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ରାହୁଲ ୩ଟି ସ୍ଥାନ ତଳକୁ ଖସି ୧୦ରେ ପହଞ୍ଚିଛନ୍ତି।
ଭାରତୀୟ ଦଳର ଅନ୍ୟତମ ଓପ୍ନର ଶିଖର ଧୱନ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ ନମ୍ବରରେ ପହଞ୍ଚିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ଦିଆଯାଇଥିବା ଅଧିନାୟକ କୋହଲି ୪ଟି ସ୍ଥାନ ତଳକୁ ଖସି ୧୯ ତମ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ତାଲିକାର ଶୀର୍ଷରେ ପାକିସ୍ତାନର ବାବର ଆଜମ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୋଟାରେ ଅଘଟଣ, ୨୪ ଘଣ୍ଟାରେ ଝୁଲି ପଡ଼ିଲେ ଦୁଇ ଛାତ୍ର
JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୨୦ ବର୍ଷୀୟ ଓ ଆଉ ଜଣେ ୧୯ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ସ୍ପେସ୍ ଡକିଂ ସ୍ଥଗିତ ରଖିଲା ଇସ୍ରୋ
ସ୍ପେଡେକ୍ସ ମିଶନରେ ଯାଇ ମହାକାଶରେ ଘୁରି ବୁଲୁଥିବା ୨ଟି ସ୍ପେସ୍କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ାଯିବା ପାଇଁ ଆଜି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
National
ତିରୁପତିରେ ମନ୍ଦିର ବାହାରେ ଦଳାଚକଟା; ୬ ମୃତ, ଅନେକ ଆହତ
ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଦଳାଚକଟା।
National
'୧୪ ବର୍ଷ ଗଲା, ୪୦ ତେଜାସ ମିଳିପାରିଲାନି'
ଚୀନ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ପରୀକ୍ଷା କଲାଣି। ଆମ ବାୟୁସେନା ୨୦୧୦ରେ ମାଗିଥିବା ପ୍ରଥମ ସେଟ୍ ୪୦ଟି ତେଜାସ ତାଙ୍କୁ ଏପର୍ଯ୍ୟନ୍ତ ମିଳିନି। ଦୁଃଖ ପ୍ରକାଶ କଲେ ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ।
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।