Advertisment

ଉଠିଲେ ରୋହିତ, ଖସିଲେ କୋହଲି

ଦୁବାଇ: ICC T20 ବ୍ୟାଟିଂ ମାନ୍ୟତା ତାଲିକାରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଉପରକୁ ଉଠିଥିବା ବେଳେ ଅଧିନାୟକ ବିରାଟ କୋହଲି ତଳକୁ ଖସିଛନ୍ତି। ରୋହିତ, କେଏଲ୍‌ ରାହୁଲଙ୍କ ସହ ୩ଟି ସ୍ଥାନ ଅଦଳବଦଳ କରିଛନ୍ତି। ରୋହିତ ୩ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ରାହୁଲ ୩ଟି ସ୍ଥାନ ତଳକୁ ଖସି ୧୦ରେ ପହଞ୍ଚିଛନ୍ତି। ଭାରତୀୟ ଦଳର ଅନ୍ୟତମ ଓପ୍‌ନର ଶିଖର ଧୱନ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ […]

ଅଦ୍ୟତନ ହୋଇଛି
ଉଠିଲେ ରୋହିତ, ଖସିଲେ କୋହଲି

Rohit-Sharma

Advertisment

ଦୁବାଇ: ICC T20 ବ୍ୟାଟିଂ ମାନ୍ୟତା ତାଲିକାରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଉପରକୁ ଉଠିଥିବା ବେଳେ ଅଧିନାୟକ ବିରାଟ କୋହଲି ତଳକୁ ଖସିଛନ୍ତି। ରୋହିତ, କେଏଲ୍‌ ରାହୁଲଙ୍କ ସହ ୩ଟି ସ୍ଥାନ ଅଦଳବଦଳ କରିଛନ୍ତି। ରୋହିତ ୩ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ରାହୁଲ ୩ଟି ସ୍ଥାନ ତଳକୁ ଖସି ୧୦ରେ ପହଞ୍ଚିଛନ୍ତି।

Advertisment

ଭାରତୀୟ ଦଳର ଅନ୍ୟତମ ଓପ୍‌ନର ଶିଖର ଧୱନ ଗୋଟିଏ ସ୍ଥାନ ଉପରକୁ ଉଠି ୧୧ ନମ୍ବରରେ ପହଞ୍ଚିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ଦିଆଯାଇଥିବା ଅଧିନାୟକ କୋହଲି ୪ଟି ସ୍ଥାନ ତଳକୁ ଖସି ୧୯ ତମ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ତାଲିକାର ଶୀର୍ଷରେ ପାକିସ୍ତାନର ବାବର ଆଜମ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe