ଡେନ୍‌ମାର୍କ୍‌ ଓପନ୍‌ ଫାଇନାଲ୍‌ରେ ହାରିଲେ ସାଇନା ନେହୱାଲ୍‌

ନୂଆଦିଲ୍ଲୀ: ଡେନ୍‌ମାର୍କ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲରେ କଡ଼ା ସଂଘର୍ଷ କରିବା ସତ୍ତ୍ୱେ ୧-୨ ସେଟରେ ହାରି ଭାରତୀୟ ସଟଲର୍‌ ସାଇନା ନେହୱାଲ୍‌ଙ୍କୁ ରନର୍ସ୍‌ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରବିବାର ଅନୁଷ୍ଠିତ ଫାଇନାଲ୍‌ରେ ସାଇନା ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ତଥା ଚାଇନିଜ୍‌ ତାଇପେଇର ତାଇ ଜୁ-ୟିଙ୍ଗ୍‌ଙ୍କଠାରୁ ୧୩-୨୧.୨୧-୧୩ ଓ ୬-୨୧ ସେଟ୍‌ରେ ପରାସ୍ତ ହୋଇଛନ୍ତି। ୨୮ ବର୍ଷୀୟ ସାଇନା ୨୦୧୨ରେ ଡେନ୍‌ମାର୍କ ଓପନ୍‌ ଟାଇଚଲ୍‌ ଜିତିଥିଲେ। ଏହି ପରାଜୟ ସହ ସାଇନା ଗତ […]

VBK-SAINA

VBK-SAINA

Premananda Dash
  • Published: Sunday, 21 October 2018
  • Updated: 21 October 2018, 07:52 PM IST

Sports

Latest News

ନୂଆଦିଲ୍ଲୀ: ଡେନ୍‌ମାର୍କ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲରେ କଡ଼ା ସଂଘର୍ଷ କରିବା ସତ୍ତ୍ୱେ ୧-୨ ସେଟରେ ହାରି ଭାରତୀୟ ସଟଲର୍‌ ସାଇନା ନେହୱାଲ୍‌ଙ୍କୁ ରନର୍ସ୍‌ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ରବିବାର ଅନୁଷ୍ଠିତ ଫାଇନାଲ୍‌ରେ ସାଇନା ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ତଥା ଚାଇନିଜ୍‌ ତାଇପେଇର ତାଇ ଜୁ-ୟିଙ୍ଗ୍‌ଙ୍କଠାରୁ ୧୩-୨୧.୨୧-୧୩ ଓ ୬-୨୧ ସେଟ୍‌ରେ ପରାସ୍ତ ହୋଇଛନ୍ତି। ୨୮ ବର୍ଷୀୟ ସାଇନା ୨୦୧୨ରେ ଡେନ୍‌ମାର୍କ ଓପନ୍‌ ଟାଇଚଲ୍‌ ଜିତିଥିଲେ।

ଏହି ପରାଜୟ ସହ ସାଇନା ଗତ ୧୧ଟି ମୁକାବିଲାରେ ୧ ନମ୍ବର ମାନ୍ୟତାପ୍ରାପ୍ତ ତାଇ ଜୁ-ୟିଙ୍ଗ୍‌ଙ୍କଠାରୁ କ୍ରମାଗତ ଭାବେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story