ଚୀନ ଓପନ: ଫାଇନାଲରେ ହାରିଲେ ସାଇନା

ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ମହିଳା ଏକକ ଫାଇନାଲରେ ପରାଜିତ ହୋଇଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ରବିବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସେ ଲି ଜୁରୁଇଙ୍କ ଠାରୁ ସେ ୧୨-୨୧ ୧୫-୨୧ରେ ପରାସ୍ତ ହୋଇଛନ୍ତି। ଅଲିମ୍ପିକର ବ୍ରୋଞ୍ଚ ମେଡାଲିଷ୍ଟ ସାଇନା ବିଶ୍ୱ ମାନ୍ୟତାର ୭ମ ସ୍ଥାନରେ ଥିବା ଲିଙ୍କ ମଧ୍ୟରେ ୩୯ ମିନିଟ୍ ଧରି ଲଢ଼େଇ ହୋଇଥିଲା। ଲିଙ୍କଠାରୁ ୯ ଥର ପରାଜିତ ହୋଇଥିବା ସାଇନା ପ୍ରଥମରୁ ଚାପ ସୃଷ୍ଟି […]

saina-nehewal

saina-nehewal

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 11:35 AM IST

Sports

Latest News

ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ମହିଳା ଏକକ ଫାଇନାଲରେ ପରାଜିତ ହୋଇଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ରବିବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସେ ଲି ଜୁରୁଇଙ୍କ ଠାରୁ ସେ ୧୨-୨୧ ୧୫-୨୧ରେ ପରାସ୍ତ ହୋଇଛନ୍ତି। ଅଲିମ୍ପିକର ବ୍ରୋଞ୍ଚ ମେଡାଲିଷ୍ଟ ସାଇନା ବିଶ୍ୱ ମାନ୍ୟତାର ୭ମ ସ୍ଥାନରେ ଥିବା ଲିଙ୍କ ମଧ୍ୟରେ ୩୯ ମିନିଟ୍ ଧରି ଲଢ଼େଇ ହୋଇଥିଲା। ଲିଙ୍କଠାରୁ ୯ ଥର ପରାଜିତ ହୋଇଥିବା ସାଇନା ପ୍ରଥମରୁ ଚାପ ସୃଷ୍ଟି କରିପାରି ନ ଥିଲେ। ଫଳରେ ୧୦ ଥର ପାଇଁ ସେ ଲିଙ୍କଠାରୁ ପରାଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story