ଚୀନ ଓପନ: ଫାଇନାଲରେ ହାରିଲେ ସାଇନା

ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ମହିଳା ଏକକ ଫାଇନାଲରେ ପରାଜିତ ହୋଇଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ରବିବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସେ ଲି ଜୁରୁଇଙ୍କ ଠାରୁ ସେ ୧୨-୨୧ ୧୫-୨୧ରେ ପରାସ୍ତ ହୋଇଛନ୍ତି। ଅଲିମ୍ପିକର ବ୍ରୋଞ୍ଚ ମେଡାଲିଷ୍ଟ ସାଇନା ବିଶ୍ୱ ମାନ୍ୟତାର ୭ମ ସ୍ଥାନରେ ଥିବା ଲିଙ୍କ ମଧ୍ୟରେ ୩୯ ମିନିଟ୍ ଧରି ଲଢ଼େଇ ହୋଇଥିଲା। ଲିଙ୍କଠାରୁ ୯ ଥର ପରାଜିତ ହୋଇଥିବା ସାଇନା ପ୍ରଥମରୁ ଚାପ ସୃଷ୍ଟି […]

saina-nehewal

saina-nehewal

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 11:35 AM IST

Sports

Latest News

ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ମହିଳା ଏକକ ଫାଇନାଲରେ ପରାଜିତ ହୋଇଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ରବିବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସେ ଲି ଜୁରୁଇଙ୍କ ଠାରୁ ସେ ୧୨-୨୧ ୧୫-୨୧ରେ ପରାସ୍ତ ହୋଇଛନ୍ତି। ଅଲିମ୍ପିକର ବ୍ରୋଞ୍ଚ ମେଡାଲିଷ୍ଟ ସାଇନା ବିଶ୍ୱ ମାନ୍ୟତାର ୭ମ ସ୍ଥାନରେ ଥିବା ଲିଙ୍କ ମଧ୍ୟରେ ୩୯ ମିନିଟ୍ ଧରି ଲଢ଼େଇ ହୋଇଥିଲା। ଲିଙ୍କଠାରୁ ୯ ଥର ପରାଜିତ ହୋଇଥିବା ସାଇନା ପ୍ରଥମରୁ ଚାପ ସୃଷ୍ଟି କରିପାରି ନ ଥିଲେ। ଫଳରେ ୧୦ ଥର ପାଇଁ ସେ ଲିଙ୍କଠାରୁ ପରାଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos