saina-nehewal
Advertisment
ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ମହିଳା ଏକକ ଫାଇନାଲରେ ପରାଜିତ ହୋଇଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ରବିବାର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସେ ଲି ଜୁରୁଇଙ୍କ ଠାରୁ ସେ ୧୨-୨୧ ୧୫-୨୧ରେ ପରାସ୍ତ ହୋଇଛନ୍ତି। ଅଲିମ୍ପିକର ବ୍ରୋଞ୍ଚ ମେଡାଲିଷ୍ଟ ସାଇନା ବିଶ୍ୱ ମାନ୍ୟତାର ୭ମ ସ୍ଥାନରେ ଥିବା ଲିଙ୍କ ମଧ୍ୟରେ ୩୯ ମିନିଟ୍ ଧରି ଲଢ଼େଇ ହୋଇଥିଲା। ଲିଙ୍କଠାରୁ ୯ ଥର ପରାଜିତ ହୋଇଥିବା ସାଇନା ପ୍ରଥମରୁ ଚାପ ସୃଷ୍ଟି କରିପାରି ନ ଥିଲେ। ଫଳରେ ୧୦ ଥର ପାଇଁ ସେ ଲିଙ୍କଠାରୁ ପରାଜିତ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/saina-nehewal1.jpg)