/odisha-reporter/media/post_attachments/uploads/2016/06/seema-tomar.jpg)
seema-tomar
ନୂଆଦିଲ୍ଲୀ: ସାନ୍ ମାରିନୋରେ ଅନୁଷ୍ଠିତ ଆଇଆଇଏସ୍ଏଫ୍ ସଟ୍ଗନ୍ ବିଶ୍ୱକପ୍ରେ ମହିଳା ଟ୍ରାପ୍ ଇଭେଣ୍ଟରେ ଭାରତର ସୀମା ତୋମାର ଦ୍ୱିତୀୟ ଥର ପାଇଁ ୫ମ ସ୍ଥାନରେ ରହି ରେକର୍ଡ ସ୍ଥାପନ କରିଛନ୍ତି।
Advertisment
ବିଶ୍ୱକପ୍ରେ ରୌପ୍ୟ ବିଜେତା ଏହି ସୁଟର ଜଣଙ୍କ ୭୫ରୁ ୭୨ ସ୍କୋର କରିଛନ୍ତି। ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଏହା ସହ ସେ ଫାଇନାଲ ରାଉଣ୍ଡକୁ ପ୍ରବେଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
