Advertisment

ସାନ୍‌ ମାରିନୋ ସଟ୍‌ଗନ୍‌ ବିଶ୍ୱକପ୍‌: ଫାଇନାଲ ରାଉଣ୍ଡରେ ସୀମା

ନୂଆଦିଲ୍ଲୀ: ସାନ୍‌ ମାରିନୋରେ ଅନୁଷ୍ଠିତ ଆଇଆଇଏସ୍‌ଏଫ୍‌ ସଟ୍‌ଗନ୍‌ ବିଶ୍ୱକପ୍‌ରେ ମହିଳା ଟ୍ରାପ୍‌ ଇଭେଣ୍ଟରେ ଭାରତର ସୀମା ତୋମାର ଦ୍ୱିତୀୟ ଥର ପାଇଁ ୫ମ ସ୍ଥାନରେ ରହି ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱକପ୍‌ରେ ରୌପ୍ୟ ବିଜେତା ଏହି ସୁଟର ଜଣଙ୍କ ୭୫ରୁ ୭୨ ସ୍କୋର କରିଛନ୍ତି।  ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଏହା ସହ ସେ ଫାଇନାଲ ରାଉଣ୍ଡକୁ ପ୍ରବେଶ କରିଛନ୍ତି।

ସାନ୍‌ ମାରିନୋ ସଟ୍‌ଗନ୍‌ ବିଶ୍ୱକପ୍‌: ଫାଇନାଲ ରାଉଣ୍ଡରେ ସୀମା

seema-tomar

Advertisment

ନୂଆଦିଲ୍ଲୀ: ସାନ୍‌ ମାରିନୋରେ ଅନୁଷ୍ଠିତ ଆଇଆଇଏସ୍‌ଏଫ୍‌ ସଟ୍‌ଗନ୍‌ ବିଶ୍ୱକପ୍‌ରେ ମହିଳା ଟ୍ରାପ୍‌ ଇଭେଣ୍ଟରେ ଭାରତର ସୀମା ତୋମାର ଦ୍ୱିତୀୟ ଥର ପାଇଁ ୫ମ ସ୍ଥାନରେ ରହି ରେକର୍ଡ ସ୍ଥାପନ କରିଛନ୍ତି।

Advertisment

ବିଶ୍ୱକପ୍‌ରେ ରୌପ୍ୟ ବିଜେତା ଏହି ସୁଟର ଜଣଙ୍କ ୭୫ରୁ ୭୨ ସ୍କୋର କରିଛନ୍ତି।  ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଏହା ସହ ସେ ଫାଇନାଲ ରାଉଣ୍ଡକୁ ପ୍ରବେଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe