ପାରା ଏସିଆନ୍‌: ସନ୍ଦୀପଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ପାରା ଏସିଆନ୍‌ ଗେମ୍ସର ଜାଭଲିନ୍‌ରେ ସନ୍ଦୀପ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୮ଟି କାଂସ୍ୟ ସହ ମୋଟ ୧୭ ପଦକ ଜିତିଛି। ଗତକାଲି ସନ୍ଦୀପଙ୍କ ବ୍ୟତୀତ ପୁରୁଷ ୫୦ ମିଟର୍‌ ବଟର୍‌ପ୍ଲାଏରେ ସୂୟାଶ ଯାଦବ ଏବଂ ପୁରୁଷ ୧୫୦୦ ମିଟର ଦୌଡ଼ରେ ରାଜୁ ରକ୍ଷିତା ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା […]

asian

asian

Rakesh Mallick
  • Published: Tuesday, 09 October 2018
  • Updated: 09 October 2018, 09:18 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ପାରା ଏସିଆନ୍‌ ଗେମ୍ସର ଜାଭଲିନ୍‌ରେ ସନ୍ଦୀପ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୮ଟି କାଂସ୍ୟ ସହ ମୋଟ ୧୭ ପଦକ ଜିତିଛି।
ଗତକାଲି ସନ୍ଦୀପଙ୍କ ବ୍ୟତୀତ ପୁରୁଷ ୫୦ ମିଟର୍‌ ବଟର୍‌ପ୍ଲାଏରେ ସୂୟାଶ ଯାଦବ ଏବଂ ପୁରୁଷ ୧୫୦୦ ମିଟର ଦୌଡ଼ରେ ରାଜୁ ରକ୍ଷିତା ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ମହିଳା ୧୫୦୦ ମିଟରରେ ରାଧା ଭେଙ୍କଟେସ୍‌ ରୌପ୍ୟ ଜିତିଛନ୍ତି। ମହିଳା ୧୦୦ ମିଟର୍‌ ବଟରପ୍ଲାଏରେ ଦେବାଂଶୀ ସତିଜା ଏବଂ ପୁରୁଷ ୧୦୦ ମିଟର ବଟର୍‌ଫ୍ଲାଏରେ ସ୍ୱପ୍ନୀଲ ପଟେଲ୍‌ କାଂସ୍ୟ ପଦକ ଜିତିଛନ୍ତି।
ସେହିପରି ମିଶ୍ରିତ ୫୦ ମିଟର୍‌ ଫ୍ରି ପିସ୍ତିଲରେ ମନୀଷା ନରୱାଲ ରୌପ୍ୟ ଏବଂ ଶିଙ୍ଘରାଜ କାଂସ୍ୟ ପଦକ ଜିତିଛନ୍ତି। ୫୦ କେଜି ଶକ୍ତିଉତ୍ତୋଲନରେ ସକିନା ଖାତୁନ, ମହିଳା ଜାଭଲିନ୍‌ରେ ରମ୍ୟା ନାଗରାଜନ ରୌପ୍ୟ ଓ ଦୀପା ମଲ୍ଲିକ କାଂସ୍ୟ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story