ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ପାରା ଏସିଆନ୍ ଗେମ୍ସର ଜାଭଲିନ୍ରେ ସନ୍ଦୀପ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୮ଟି କାଂସ୍ୟ ସହ ମୋଟ ୧୭ ପଦକ ଜିତିଛି।
ଗତକାଲି ସନ୍ଦୀପଙ୍କ ବ୍ୟତୀତ ପୁରୁଷ ୫୦ ମିଟର୍ ବଟର୍ପ୍ଲାଏରେ ସୂୟାଶ ଯାଦବ ଏବଂ ପୁରୁଷ ୧୫୦୦ ମିଟର ଦୌଡ଼ରେ ରାଜୁ ରକ୍ଷିତା ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ମହିଳା ୧୫୦୦ ମିଟରରେ ରାଧା ଭେଙ୍କଟେସ୍ ରୌପ୍ୟ ଜିତିଛନ୍ତି। ମହିଳା ୧୦୦ ମିଟର୍ ବଟରପ୍ଲାଏରେ ଦେବାଂଶୀ ସତିଜା ଏବଂ ପୁରୁଷ ୧୦୦ ମିଟର ବଟର୍ଫ୍ଲାଏରେ ସ୍ୱପ୍ନୀଲ ପଟେଲ୍ କାଂସ୍ୟ ପଦକ ଜିତିଛନ୍ତି।
ସେହିପରି ମିଶ୍ରିତ ୫୦ ମିଟର୍ ଫ୍ରି ପିସ୍ତିଲରେ ମନୀଷା ନରୱାଲ ରୌପ୍ୟ ଏବଂ ଶିଙ୍ଘରାଜ କାଂସ୍ୟ ପଦକ ଜିତିଛନ୍ତି। ୫୦ କେଜି ଶକ୍ତିଉତ୍ତୋଲନରେ ସକିନା ଖାତୁନ, ମହିଳା ଜାଭଲିନ୍ରେ ରମ୍ୟା ନାଗରାଜନ ରୌପ୍ୟ ଓ ଦୀପା ମଲ୍ଲିକ କାଂସ୍ୟ ପଦକ ଜିତିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।