ସାନିଆ-ହିଙ୍ଗିସ୍ ଜିତିଲେ ଚାଇନା ଓପନ୍

ବେଜିଂ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସ୍ ପୁଣି ଏକ ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏଦୁହେଁ ଆଜି ଜିତି ଯାଇଛନ୍ତି ଚାଇନ୍ ଓପନ୍। ହାଓ ଚିଂ ଓ ୟଙ୍ଗ୍ ଜାନ୍ ଯୋଡ଼ିକୁ ସାନିଆ ଓ ହିଙ୍ଗିସ୍ ୬-୭, ୬-୧ ଓ ୧୦-୮ ରେ ପରାସ୍ତ କରିଛନ୍ତି। ଏହା ସହିତ ଚଳିତ ବର୍ଷ ଏହି ଯୋଡ଼ି ଜିତିଛନ୍ତି ୮ଟି ଡବଲ୍ସ ଟାଇଟଲ୍। ଏହା ପୂର୍ବରୁ ସାନିଆ ଓ ହିଙ୍ଗିସ୍ ଯୋଡି ଗତ […]

saina-hingis

saina-hingis

Rakesh Mallick
  • Published: Saturday, 10 October 2015
  • Updated: 10 October 2015, 04:05 PM IST

Sports

Latest News

ବେଜିଂ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସ୍ ପୁଣି ଏକ ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏଦୁହେଁ ଆଜି ଜିତି ଯାଇଛନ୍ତି ଚାଇନ୍ ଓପନ୍। ହାଓ ଚିଂ ଓ ୟଙ୍ଗ୍ ଜାନ୍ ଯୋଡ଼ିକୁ ସାନିଆ ଓ ହିଙ୍ଗିସ୍ ୬-୭, ୬-୧ ଓ ୧୦-୮ ରେ ପରାସ୍ତ କରିଛନ୍ତି। ଏହା ସହିତ ଚଳିତ ବର୍ଷ ଏହି ଯୋଡ଼ି ଜିତିଛନ୍ତି ୮ଟି ଡବଲ୍ସ ଟାଇଟଲ୍।

ଏହା ପୂର୍ବରୁ ସାନିଆ ଓ ହିଙ୍ଗିସ୍ ଯୋଡି ଗତ ଶନିବାର ଜିତି ଥିଲେ ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି। ଉହାନ ଓପନ୍ ପୂର୍ବରୁ ସାନିଆ ଓ ହିଙ୍ଗିସ୍ ଇଣ୍ଡିଆନ୍ ୱେଲ୍ସ, ମିଆମି, ଚାର୍ଲସଟୋନ୍, ୱିମ୍ବଲଡନ୍, ୟୁଏସ୍ ଓପନ୍ ଓ ଗୁଆଙ୍ଗଝୁ ଓପନର ମହିଳା ଡବଲ୍ସ ଟାଇଟଲ୍ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story