ପୋଲାଣ୍ଡ ବକ୍ସିଂ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ସରିତାଙ୍କୁ ବ୍ରୋଞ୍ଜ୍‌

ନୂଆଦିଲ୍ଲୀ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ତଥା ଭାରତର ଷ୍ଟାର ବକ୍ସର ଏଲ୍ ସରିତା ଦେବୀ (୬୦ କେଜି) ଚଳିତ ୧୩ତମ ସିଲେସିଆନ୍ ଓପନ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେମିଫାଇନାଲ୍‌ରେ ସରିତା ତାଙ୍କ କଜାଖସ୍ତାନ ପ୍ରତିପକ୍ଷ କାରିନା ଇବ୍ରାଗିମୋଭାଙ୍କଠାରୁ ୦-୫ରେ ସିଧାସଳଖ ପରାସ୍ତ ହୋଇଛନ୍ତି। ତେବେ ସରିତାଙ୍କ ବିପକ୍ଷରେ ଯାଇଥିବା ଏହି ଏକପାଖିଆ ନିଷ୍ପତ୍ତିକୁ ଟିମ୍‌ ସହ ପୋଲାଣ୍ଡ ଯାଇଥିବା ଜଣେ ଭାରତୀୟ କୋଚ୍ ବିରୋଧ କରିଛନ୍ତି। କୋଚ୍ […]

sarita2

sarita2

Hemant Lenka
  • Published: Saturday, 15 September 2018
  • Updated: 15 September 2018, 03:37 PM IST

Sports

Latest News

ନୂଆଦିଲ୍ଲୀ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ତଥା ଭାରତର ଷ୍ଟାର ବକ୍ସର ଏଲ୍ ସରିତା ଦେବୀ (୬୦ କେଜି) ଚଳିତ ୧୩ତମ ସିଲେସିଆନ୍ ଓପନ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେମିଫାଇନାଲ୍‌ରେ ସରିତା ତାଙ୍କ କଜାଖସ୍ତାନ ପ୍ରତିପକ୍ଷ କାରିନା ଇବ୍ରାଗିମୋଭାଙ୍କଠାରୁ ୦-୫ରେ ସିଧାସଳଖ ପରାସ୍ତ ହୋଇଛନ୍ତି।

ତେବେ ସରିତାଙ୍କ ବିପକ୍ଷରେ ଯାଇଥିବା ଏହି ଏକପାଖିଆ ନିଷ୍ପତ୍ତିକୁ ଟିମ୍‌ ସହ ପୋଲାଣ୍ଡ ଯାଇଥିବା ଜଣେ ଭାରତୀୟ କୋଚ୍ ବିରୋଧ କରିଛନ୍ତି। କୋଚ୍ ଜଣକ କହିଛନ୍ତି, ମ୍ୟାଚ୍‌ର ଅମ୍ପାୟରମାନେ ପକ୍ଷପାତିତା କରିଛନ୍ତି। ସରିତା ମୁକାବିଲାରେ ଭଲ ସ୍ଥିତିରେ ଥିଲେ, କିନ୍ତୁ ଅମ୍ପାୟର ତାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇନଥିଲେ।

ସେଠାକାର ଦର୍ଶକ ମଧ୍ୟ ସରିତାଙ୍କ ପ୍ରଦର୍ଶନକୁ ସମର୍ଥନ ଦେଇଥିଲେ, କିନ୍ତୁ ଅମ୍ପାୟରମାନେ ଜାଣିଶୁଣି ସରିତାଙ୍କ ବିପକ୍ଷରେ ନିଷ୍ପତ୍ତି ଦେଇଥିବା କୋଚ୍ ଜଣକ କହିଛନ୍ତି ।

ସେହିପରି ଭାରତର ଲୋଭଲିନା ତାଙ୍କ ସେମିଫାଇନାଲ୍‌ ମୁକାବିଲାରେ ପୋଲାଣ୍ଡର କାରୋଲିନା କୋଜେସ୍କାଙ୍କଠାରୁ ୧-୪ରେ ପରାସ୍ତ ହୋଇଥିଲେ। ଅନ୍ୟତମ ବକ୍ସର ପୂଜା ମଧ୍ୟ ଘରୋଇ ଫେଭରିଟ୍ ଆଗାଥା କାଜମାର୍ସ୍କାଙ୍କ ନିକଟରୁ ୨-୩ରେ ହାରିଯାଇଛନ୍ତି।

ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ବକ୍ସରମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଜୁନିୟର ବକ୍ସରମାନେ ୬ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ମୋଟ ୧୩ଟି ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story