ଚାଇନା ମାଷ୍ଟର୍ସ: ଫାଇନାଲରେ ଭାରତର ସାତ୍ତ୍ୱିକ-ଚିରାଗ ଯୋଡ଼ି

ସେମିଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚାଇନାର ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି।

Chirag

ଚିରାଗ ଓ ସାତ୍ତ୍ୱିକ

Hemant Lenka
  • Published: Saturday, 25 November 2023
  • Updated: 25 November 2023, 08:24 PM IST

Sports

Latest News

ଏସିଆନ ଗେମ୍ସରେ ଭାରତର ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କମାଲ କରିଛନ୍ତି। ଆଜି ସେମିଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚାଇନାର ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି। କ୍ୱାର୍ଟରଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ଲିଓ ରୋଲି କାର୍ଣ୍ଣାଡୋ ଓ ଡାନିଏଲ୍‌ ମାର୍ଟିନଙ୍କୁ ସିଧାସଳଖ ୨୧-୧୬ ଓ ୨୧-୧୪ରେ ପରାସ୍ତ କରିଥିଲେ।

ଆଜି ଚାଇନିଜ ଯୋଡ଼ି ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁଙ୍କୁ ମଧ୍ୟ ସାତ୍ତ୍ୱିକ ଓ ଚିରାଗ ସିଧାସଳଖ ୨-୦ରେ ହରାଇଛନ୍ତି। ଆଜି ମ୍ୟାଚ୍‌ର ପ୍ରଥମ ସେଟରେ ଭାରତୀୟ ଯୋଡ଼ି ପୂରା ଏକପାଖିଆ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟକୁ ଭାରତ ୨୧-୧୫ରେ ଜିତିଥିଲା।

Also Read

ତେବେ ବିଶ୍ୱ ରାଙ୍କର ୫୦ତମ ସ୍ଥାନରେ ଥିବା ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁ ଦ୍ୱିତୀୟ ସେଟରେ କମବ୍ୟାକ କରିଥିଲେ। କିନ୍ତୁ ସାତ୍ତ୍ୱିକ ଓ ଚିରାଗ ଏହି ସେଟକୁ ମଧ୍ୟ ୨୨-୨୦ରେ ଜିତି ନେଇଥିଲେ। ସେଟ ସହ ମ୍ୟାଚ୍‌କୁ କବଜା କରି ଫାଇନାଲରେ ପ୍ରବେଶ କରିଥିଲେ। ମ୍ୟାଚ୍‌ଟି ୫୦ ମିନିଟ ଧରି ଚାଲିଥିଲା।

ଚଳିତ ବର୍ଷ ସାତ୍ତ୍ୱିକ ଓ ଚିରାଗ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ୬ଷ୍ଠ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛନ୍ତି। ରବିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଚଳିତ ବର୍ଷ ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ୱିସ୍‌ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସାତ୍ତ୍ୱିକ ଓ ଚିରାଗ ଜିତି ସାରିଛନ୍ତି। ଏବେ ଏମାନଙ୍କ ଆଖି ଚାଇନା ମାଷ୍ଟର୍ସ ସୁପର ୭୫୦ ଉପରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story