ଅଲିମ୍ପିକ୍ସ: ପ୍ରଥମ ମ୍ୟାଚ୍‌ରେ ବାଜି ମାରିନେଲେ ସାତ୍ତ୍ୱିକ ଓ ଚିରାଗ ଯୋଡ଼ି

ପ୍ରଥମ ମ୍ୟାଚ୍‌ରେ ଉଭୟଙ୍କ ମୁକାବିଲା ଫ୍ରାନ୍ସର ଲୁକାସ କୋରଭୀ ଓ ରୋନାନ ଲାବାରଙ୍କ ସହ ହୋଇଥିଲା।

Paris

ସାତ୍ତ୍ୱିକ ଓ ଚିରାଗ

Hemant Lenka
  • Published: Saturday, 27 July 2024
  • Updated: 27 July 2024, 09:10 PM IST

ଭାରତୀୟ ବ୍ୟାଡମିଣ୍ଟନର ଷ୍ଟାର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭରୁ ନିଜର ଦବଦବା ଦେଖାଇଛନ୍ତି। ଏହି ଭାରତୀୟ ଯୋଡ଼ି ନିଜର ପ୍ରଥମ ମ୍ୟାଚ୍‌କୁ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଉଭୟଙ୍କ ମୁକାବିଲା ଫ୍ରାନ୍ସର ଲୁକାସ କୋରଭୀ ଓ ରୋନାନ ଲାବାରଙ୍କ ସହ ହୋଇଥିଲା।

ବିଶ୍ୱ ରାଙ୍କିଙ୍ଗର ୩ ନମ୍ବର ସିଡ୍‌ ସାତ୍ତ୍ୱିକ ଓ ଚିରାଗ ବେଶ ସହଜରେ ଏହି ମ୍ୟାଚ୍‌କୁ ୨-୦ରେ ଜିତି ନେଇଛନ୍ତି। ଆରମ୍ଭରୁ ହିଁ ଭାରତୀୟ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟକୁ ଅତି ସହଜରେ ଉଭୟ ୨୧-୧୭ରେ ଜିତି ନେଇଥିଲେ।

Also Read

ଦ୍ୱିତୀୟ ସେଟ ଆରମ୍ଭରୁ ଫ୍ରାନ୍ସ ଯୋଡ଼ି ସାମାନ୍ୟ ଆଗେଇ ଯାଇଥିଲେ। କିନ୍ତୁ ସାତ୍ତ୍ୱିକ ଓ ଚିରାଗ କମବ୍ୟାକ କରିବା ସହ ପୂରା ସେଟକୁ ୱାନ ସାଇଡ କରି ଦେଇଥିଲେ। ଶେଷରେ ୨୧-୧୪ରେ ଏହାକୁ କରାୟାତ କରିଥିଲେ।

ଏଥିସହ ମ୍ୟାଚ୍‌କୁ ମଧ୍ୟ ଜିତି ନେଇଥିଲେ। ୧ ଘଣ୍ଟାରୁ କମ ସମୟ ମଧ୍ୟରେ ମ୍ୟାଚ ଜିତି ଉଭୟ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story