ଅଶ୍ୱିନ୍‌ଙ୍କ ମଙ୍କଡିଂ ଆଉଟ୍‌କୁ ନେଇ ଚିଡ଼ାଇଲେ ବିରାଟ୍‌, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ବିରାଟ୍‌ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ମଧ୍ୟରେ ବୁଧବାର ମ୍ୟାଚ୍‌ରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅଶ୍ୱିନ୍‌ଙ୍କୁ ଆଉଟ୍‌ କରିବା ପରେ ବିରାଟ୍‌ କୋହଲି ମଙ୍କଡିଂ ଶୈଳୀର ଇଙ୍ଗିତ କରି କଟାକ୍ଷ କରିଥିଲେ। ଏହାପରେ ଅଶ୍ୱିନ୍‌ ରାଗରେ ନିଜ ଗ୍ଲୋବସ୍‌କୁ ଫୋପାଡ଼ି ଦେଇଥିଲେ। ମ୍ୟାଚ୍‌ର ଶେଷ ଓଭର୍‌ରେ ଏହି ଘଟଣା ଘଟିଥିଲା। ପଞ୍ଜାବକୁ ଜିତିବା ପାଇଁ ୨୭ ରନ୍‌ ଦରକାର ଥିବା ବେଳେ ଉମେଶ ଯାଦବ ବୋଲିଂ […]

sd

sd

Hemant Lenka
  • Published: Thursday, 25 April 2019
  • Updated: 25 April 2019, 05:14 PM IST

Sports

Latest News

ବେଙ୍ଗାଲୁରୁ: ବିରାଟ୍‌ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ମଧ୍ୟରେ ବୁଧବାର ମ୍ୟାଚ୍‌ରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅଶ୍ୱିନ୍‌ଙ୍କୁ ଆଉଟ୍‌ କରିବା ପରେ ବିରାଟ୍‌ କୋହଲି ମଙ୍କଡିଂ ଶୈଳୀର ଇଙ୍ଗିତ କରି କଟାକ୍ଷ କରିଥିଲେ। ଏହାପରେ ଅଶ୍ୱିନ୍‌ ରାଗରେ ନିଜ ଗ୍ଲୋବସ୍‌କୁ ଫୋପାଡ଼ି ଦେଇଥିଲେ।

ମ୍ୟାଚ୍‌ର ଶେଷ ଓଭର୍‌ରେ ଏହି ଘଟଣା ଘଟିଥିଲା। ପଞ୍ଜାବକୁ ଜିତିବା ପାଇଁ ୨୭ ରନ୍‌ ଦରକାର ଥିବା ବେଳେ ଉମେଶ ଯାଦବ ବୋଲିଂ କରିବାକୁ ଆସିଥିଲେ। ତେବେ ବ୍ୟାଟିଂ କରୁଥିବେ ଅଶ୍ୱିନ୍‌ ତାଙ୍କ ପ୍ରଥମ ବଲ୍‌କୁ ଛକା ମାରିଦେଇଥିଲେ। ଏହାପରେ ମଧ୍ୟ ସେ ସମାନ ଦିଗରେ ଛକା ମାରିବାକୁ ଚେଷ୍ଟା କରିଥିଲେ ହେଁ ବାଉଣ୍ଡରୀ ପାଖରେ ବିରାଟ୍‌ଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଏହାପରେ ବିରାଟ୍‌ ମଙ୍କଡିଂ ଶୈଳୀରେ ଅଶ୍ୱିନ୍‌ଙ୍କୁ ଇଙ୍ଗିତ କରିଥିଲେ। ଅଶ୍ୱିନ୍‌ ରାଜସ୍ଥାନ ବୟାଲ୍ସର ବଟଲରଙ୍କୁ ମଙ୍କଡିଂ ଆଉଟ୍‌ କରିଥିବାରୁ ବିରାଟ୍‌ ତାଙ୍କ କ୍ୟାଚ୍‌ ଧରି କଟାକ୍ଷ କରିଥିଲେ। ଏଥିରେ ଅଶ୍ୱିନ୍‌ ଭୀଷଣ କ୍ଷୁବ୍ଧ ହୋଇ ନିଜର ଗ୍ଲୋବସ୍‌କୁ ଡଗଆଉଟ୍‌କୁ ଫୋପାଡ଼ି ଦେଇଥିଲେ। ତେବେ ମ୍ୟାଚ୍‌ ସରିବା ପରେ ଉଭୟ ପରସ୍ପର ସହ ହାତ ମିଳାଇଥିଲେ।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story