ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ୍ ୨୦୧୯ରୁ ଅପ୍ରତ୍ୟାଶିତ ଭାବେ ସେରେନା ୱିଲିୟମସ୍ ବିଦାୟ ନେଇଛନ୍ତି। କ୍ୱାର୍ଟର ଫାଇନାଲ୍ରେ କାରୋଲିନା ପ୍ଲିସକୋଭାଙ୍କଠାରୁ ପରାସ୍ତ ହୋଇ ସେରେନାଙ୍କ ଅଷ୍ଟ୍ରେଲିଆନ ଓପନ୍ ଅଭିଯାନର ପରିସମାପ୍ତି ଘଟିଛି।
୨ ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲଥିବା ଏହି ମ୍ୟାଚ୍ରେ କାରୋଲିନା, ସେରେନାଙ୍କୁ ୬-୪, ୪-୬, ୭-୫ ସେଟ୍ରେ ପରାସ୍ତ କରି ସେମିଫାଇନଲ୍ରେ ସ୍ଥାନ ପକ୍କା କରିନେଇଛନ୍ତି। ସେମିଫାଇନାଲ୍ରେ ସେ ନାଓମି ଓସାକାଙ୍କୁ ଭେଟିବେ।
ବିଶ୍ଵ ନମ୍ବର ୱାନ୍ ସିମୋନା ହାଲେପ୍ଙ୍କୁ ହରାଇ ସେରେନା କ୍ୱାର୍ଟର ଫାଇନାଲକୁ ଆସିଥିଲେ। ତେବେ ଏହି ପରାଜୟ ସହ ତାଙ୍କର ୨୪ତମ ଗ୍ରାଣ୍ଡସ୍ଲାମ୍ ଜିତି ମାର୍ଗରେଟ୍ କୋର୍ଟସ୍ଙ୍କ ସହ ସମକକ୍ଷ ହେବା ଆଶା ଧୂଳିସାତ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।
National
ବକ୍ସ ଖଟରୁ ବାହାରିଲା ୩ ଭଉଣୀଙ୍କ ମୃତଦେହ, ଚଟାଣରେ ପଡ଼ିଥିଲା ବାପାମା’ଙ୍କ ଶରୀର
ଗୋଟିଏ ବନ୍ଦ ଘରୁ ମିଳିଲା ୫ ମୃତଦେହ। ଘର ବାହାର ପଟୁ ତାଲା ପଡ଼ିଥିଲା ଆଉ ଭିତରେ ବିକ୍ଷିପ୍ତ ଭାବେ ପଡ଼ି ରହିଥିଲା ବାପାମା’ ଓ ୩ ଝିଅଙ୍କ ମୃତଦେହ।