ନାପିଅର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ନାପିଅରରେ ଖେଳାଯାଉଛି। ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ମ୍ୟାଚ୍ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡକୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରାରମ୍ଭିକ ଝଟକା ଦେଇଛନ୍ତି। ଦ୍ୱିତୀୟ ଓଭରର ପଞ୍ଚମ ବଲ୍ରେ ନ୍ୟୁଜିଲ୍ୟାଣ୍ଡ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ୫ ରନ୍ରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ନିଜର ପ୍ରଥମ ଓଭରରେ ଶାମିଙ୍କୁ ଏହି ସଫଳତା ମିଳିଥିଲା। ନିଜର ଦ୍ୱିତୀୟ ଓଭରରେ ବି ତାଙ୍କୁ ଆଉ ଏକ ୱିକେଟ୍ ମିଳିଥିଲା। ଏଥର ତାଙ୍କ ଶିକାର ହୋଇଥିଲେ ମାର୍ଟିନ୍ଙ୍କ ସହ ମ୍ୟାଚ୍ ଓପନ୍ କରିବାକୁ ଆସିଥିଲା କଲିନ୍ ମନରୋ। କଲିନ୍ ବି କ୍ଲିନ୍ ବୋଲ୍ଡ ହୋଇଥିଲେ। ସେ ମାତ୍ର ୮ ରନ୍ କରିଥିଲେ।
ଏବେ ଅଧିନାୟକ କେନ୍ ୱିଲିମସନ୍ ଏବଂ ରସ୍ ଟେଲର ବ୍ୟାଟିଂ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଗୋଟିଏ ମରାଠୀ ଗୀତ ଯୋଗୁ କାହିଁକି ପତ୍ନୀଙ୍କୁ ହତ୍ୟା କରିଥିଲେ ରାକେଶ?
ରାକେଶ ନିଜ ଆଡ଼ୁ ଗୌରୀଙ୍କ ଭାଇଙ୍କୁ ଫୋନ କରି ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ରାକେଶଙ୍କୁ ପୁଲିସ୍ ଏପ୍ରିଲ ୨ରେ ଗିରଫ କରିଥିଲା।

National
ଏୟାର ଫୋର୍ସ ଇଞ୍ଜିନିୟରଙ୍କ ମୃତ୍ୟୁ: ଲୁଟ ପାଇଁ ହତ୍ୟା ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର?
ଗୁଳି ମାଡ଼ର ଶବ୍ଦ ଯେମିତି କେହି ଶୁଣି ନ ପାରିବେ, ସେଥିପାଇଁ ହତ୍ୟାକାରୀ ପିସ୍ତଲରେ ସାଇଲେନ୍ସର ଲଗାଇଥିଲା। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲା।

National
ପତ୍ନୀ ଜୀବିତ, ହେଲେ କାହିଁକି ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଯିବାକୁ ପଡ଼ିଥିଲା ଜେଲ?
ପୁଲିସ୍ ବେଟ୍ଟାଦାରାପୁରା ଠାବ କରିଥିବା କଙ୍କାଳ କାହାର? କାହିଁକି ପୁଲିସ୍ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ଚାର୍ଜଶିଟ ଦାଖଲ କରିଥିଲା?

National
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲ କେମିତି ସର୍ବସ୍ୱ ହରାଇଲେ?
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ବ୍ଲାକମେଲ କରାଯାଇଛି। ତାଙ୍କୁ ମାଡ଼ ମାରି ଜଣେ ମହିଳା ଓ ତାଙ୍କ ସହଯୋଗୀ ମଥୁରାରେ ଲୁଟ କରିଛନ୍ତି।

Guest Column
ୱାକଫ୍ ଦକ୍ଷତା ବଢ଼ିବାରେ ମୁସ୍ଲିମ୍ ଭୟଭୀତ କାହିଁକି?
ଏହା କେହି ବି ଅସ୍ୱୀକାର କରିବେ ନାହିଁ ଯେ, ୱାକଫ୍ ପରିଚାଳନାରେ ଦୁର୍ବଳତା ଯୋଗୁ ୱାକଫ୍ ସଂପତ୍ତିଗୁଡ଼ିକ ଠିକଣା ବିନିଯୋଗ ହୋଇପାରୁନାହିଁ। ହେଲେ ମୋଦୀ ସରକାର ୱାକଫ୍ ଆଇନର ସଂଶୋଧନ ପାଇଁ ଏଥର ଆଣିଥିବା ସଂଶୋଧନ ପ୍ରସ୍ତାବ ବିରୋଧରେ ସାରା ଦେଶର ମୁସ୍ଲିମ୍ ସମାଜ ଭୟଭୀତ ହୋଇଯାଇଛନ୍ତି।