ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଲେ ଶାମି

ଦୁଇ ଓଭରରେ ଦୁଇ ଓପ୍‌ନରଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଲେ ଶାମି

ନାପିଅର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ନାପିଅରରେ ଖେଳାଯାଉଛି। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡକୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରାରମ୍ଭିକ ଝଟକା ଦେଇଛନ୍ତି। ଦ୍ୱିତୀୟ ଓଭରର ପଞ୍ଚମ ବଲ୍‌ରେ ନ୍ୟୁଜିଲ୍ୟାଣ୍ଡ ଓପ୍‌ନର ମାର୍ଟିନ୍‌ ଗପ୍ଟିଲ୍ ୫ ରନ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ନିଜର ପ୍ରଥମ ଓଭରରେ ଶାମିଙ୍କୁ ଏହି ସଫଳତା ମିଳିଥିଲା। ନିଜର ଦ୍ୱିତୀୟ ଓଭରରେ ବି ତାଙ୍କୁ ଆଉ ଏକ ୱିକେଟ୍‌ ମିଳିଥିଲା। ଏଥର ତାଙ୍କ ଶିକାର ହୋଇଥିଲେ ମାର୍ଟିନ୍‌ଙ୍କ ସହ ମ୍ୟାଚ୍‌ ଓପନ୍‌ କରିବାକୁ ଆସିଥିଲା କଲିନ୍‌ ମନରୋ। କଲିନ୍‌ ବି କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେ ମାତ୍ର ୮ ରନ୍‌ କରିଥିଲେ।

ଏବେ ଅଧିନାୟକ କେନ୍‌ ୱିଲିମସନ୍‌ ଏବଂ ରସ୍‌ ଟେଲର ବ୍ୟାଟିଂ କରୁଛନ୍ତି।

ଆହୁରି ପଢ଼ନ୍ତୁ

ସୁସ୍ଥ ହେଲେ ୧୧୫୦ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟେନ୍‌ସନ୍‌ ବଢ଼ାଇଲା ବେହେରା ସାହି

ରାମଙ୍କ ପରେ ଏବେ ନଜରରେ କୃଷ୍ଣ ଜନ୍ମଭୂମି

କରୋନା ବେଳେ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କଲେ ସରକାର

ହାତ ଧରାଧରି ହୋଇ ଚାଲିଗଲେ ମାଆ-ଝିଅ!

ଭୁବନେଶ୍ୱରରୁ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୭ ଲୋକାଲ୍‌ କେସ

ଘରେ ପଶିଗଲା ପରେ ଜାଲରେ ଫସିଗଲେ ଲେଡି ଲୁଟେରା

ସୁଶାନ୍ତଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଥିଲେ ରିୟା, ୫ ଦିନରେ କରିଥିଲେ ୨୫ କଲ୍‌

କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ

କମଳଙ୍କ ‘ମନି ପର୍ସ ସାନିଟାଇଜର’ ଡିଭାଇସ୍‌

କରୋନା ସନ୍ଦେହ; ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପରିବାର ଲୋକେ

କାନ୍ଥରେ କଳାକୃତି, ମନ ମୋହିବା ସହ ମିଳୁଛି ସଚେତନତାର ବାର୍ତ୍ତା