ପାଞ୍ଚବର୍ଷ ପରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଲେ ସୋଏବ ମଲିକ୍

କରାଚି: ଦୀର୍ଘ ପାଞ୍ଚ ପରେ ଟେଷ୍ଟ ସ୍ୱାର୍ଡକୁ ଫେରିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମଲିକ୍। ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ୧୬ ଜଣିଆ ଟିମରେ ସାମିଲ ହୋଇଛନ୍ତି ସୋଏବ। ମଙ୍ଗଳବାର ୧୫ ଜଣିଆ ଟିମରେ ତାଙ୍କ ନାମ ନ ଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଘୋଷଣା କରିଥିଲେ। ୧୬ ଟିମରେ ତାଙ୍କୁ ସାମିଲ କରିବାକୁ ଟିମ୍ ପରିଚାଳନା କତ୍ତୃପକ୍ଷ ସୁପାରିସ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ୨୦୧୦ ମସିହା ଅଗଷ୍ଟ ମାସରୁ ସୋଏବ ମଲିକଙ୍କୁ କୌଣସି ଟିମରୁ ବାଦ ପଡିଥିଲେ।