England And Pakistan Nets Session
Advertisment
କରାଚି: ଦୀର୍ଘ ପାଞ୍ଚ ପରେ ଟେଷ୍ଟ ସ୍ୱାର୍ଡକୁ ଫେରିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମଲିକ୍। ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ୧୬ ଜଣିଆ ଟିମରେ ସାମିଲ ହୋଇଛନ୍ତି ସୋଏବ। ମଙ୍ଗଳବାର ୧୫ ଜଣିଆ ଟିମରେ ତାଙ୍କ ନାମ ନ ଥିବା ପାକିସ୍ତାନ କ୍ରିକେଟ ବୋର୍ଡ ଘୋଷଣା କରିଥିଲେ। ୧୬ ଟିମରେ ତାଙ୍କୁ ସାମିଲ କରିବାକୁ ଟିମ୍ ପରିଚାଳନା କତ୍ତୃପକ୍ଷ ସୁପାରିସ କରିଥିଲେ।
Advertisment
ସୂଚନାଯୋଗ୍ୟ ଯେ, ଗତ ୨୦୧୦ ମସିହା ଅଗଷ୍ଟ ମାସରୁ ସୋଏବ ମଲିକଙ୍କୁ କୌଣସି ଟିମରୁ ବାଦ ପଡିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/malik-getty1.jpg)