Advertisment

ଶୁଟିଂରେ ସର୍ଣ୍ଣୋବତ ଦେଲେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ୪ର୍ଥ ଦିନରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ ଦେଇଛନ୍ତି ମହିଳା ଶୁଟିଂ ତାରକା ରାହି ଜୀବନ ସର୍ଣ୍ଣୋବତ୍‌। ସର୍ଣ୍ଣୋବତ ୨୫ ମିଟିର ପିସ୍ତଲ ଇଭେଣ୍ଟ୍‌ର ଫାଇନାଲ୍‌ ମୁକାବିଲାରେ ଥାଇଲ୍ୟାଣ୍ଡର ୟାଙ୍ଗାପାଇବୋନ୍‌ ନାଫାସୁୱାନ୍‌ଙ୍କୁ ମାତ୍ର ଗୋଟିଏ ପଏଣ୍ଟ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ୨୦୧୪ ଏସିଆନ୍‌ ଗେମ୍ସରେ ସର୍ଣ୍ଣୋବତ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ତେବେ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସର୍ଣ୍ଣୋବତ୍‌ଙ୍କ ପୂର୍ବରୁ ଗତକାଲି […]

ଅଦ୍ୟତନ ହୋଇଛି
ଶୁଟିଂରେ ସର୍ଣ୍ଣୋବତ ଦେଲେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ

soarnbat

Advertisment

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ୪ର୍ଥ ଦିନରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ ଦେଇଛନ୍ତି ମହିଳା ଶୁଟିଂ ତାରକା ରାହି ଜୀବନ ସର୍ଣ୍ଣୋବତ୍‌। ସର୍ଣ୍ଣୋବତ ୨୫

Advertisment

ମିଟିର ପିସ୍ତଲ ଇଭେଣ୍ଟ୍‌ର ଫାଇନାଲ୍‌ ମୁକାବିଲାରେ ଥାଇଲ୍ୟାଣ୍ଡର ୟାଙ୍ଗାପାଇବୋନ୍‌ ନାଫାସୁୱାନ୍‌ଙ୍କୁ ମାତ୍ର ଗୋଟିଏ ପଏଣ୍ଟ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ
କରିଛନ୍ତି।

୨୦୧୪ ଏସିଆନ୍‌ ଗେମ୍ସରେ ସର୍ଣ୍ଣୋବତ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ତେବେ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Advertisment

ସର୍ଣ୍ଣୋବତ୍‌ଙ୍କ ପୂର୍ବରୁ ଗତକାଲି ୧୬ ବର୍ଷୀୟ ସୌରଭ ଚୌଧୁରୀ ଭାରତକୁ ଶୁଟିଂରେ ସ୍ୱର୍ଣ୍ଣ ଦେଇଥିଲେ।

publive-image

ଚଳିତ ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚିଛି। ଏଥିମଧ୍ୟରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe