Advertisment

ସାଗ୍‌-୨୦୧୬ରୁ ସର୍ଟ ଫୁଟରୁ ଇନ୍ଦ୍ରଜିତ ବାଦ୍

ଗୌହାଟି: ରିଓ ଅଲିମ୍ବିକ୍‌ରେ ସ୍ଥାନ ପାଇଥିବା ଭାରତୀୟ ସର୍ଟଫୁଟର ଇନ୍ଦ୍ରଜିତ ସିଂହ ୧୨ତମ ଦକ୍ଷିଣ ଏସିଆନ୍‌ ଦୌଡକୁଦ (ସାଗ୍-୨୦୧୬)ରୁ ବାଦ୍‌ ପଡିଛନ୍ତି। ସେ ପିଠିରେ ଆହତ କାରଣରୁ ବାଦ ପଡିଛନ୍ତି। ଏସିଆନ୍‌ ଚାମ୍ପିଅନ୍ ଇନ୍ଦ୍ରଜିତ ଭାରତ ସରକାରଙ୍କ ପ୍ରତ୍ସୋହନରେ ଆମେରିକାରେ ଟ୍ରେନିଂ ନେଇଛନ୍ତି। ଟ୍ରେନିଂ ବେଳେ ପିଠିର ଗୁରୁତର ଆହତ ପାଇଛନ୍ତି। ଏଥିପାଇଁ ସେ ଚିକିତ୍ସିତ ହେଉଛନ୍ତି। ଶୀଘ୍ର ସେ ଆହତ ସମସ୍ୟାରୁ ମୁକୁଳିବେ ବୋଲି ତାଙ୍କ ଫେସବୁକ୍‌ରେ ଦର୍ଶାଇଛନ୍ତି।

author-image
Rakesh Mallick
ସାଗ୍‌-୨୦୧୬ରୁ ସର୍ଟ ଫୁଟରୁ ଇନ୍ଦ୍ରଜିତ ବାଦ୍

inderjeethsingh

ଗୌହାଟି: ରିଓ ଅଲିମ୍ବିକ୍‌ରେ ସ୍ଥାନ ପାଇଥିବା ଭାରତୀୟ ସର୍ଟଫୁଟର ଇନ୍ଦ୍ରଜିତ ସିଂହ ୧୨ତମ ଦକ୍ଷିଣ ଏସିଆନ୍‌ ଦୌଡକୁଦ (ସାଗ୍-୨୦୧୬)ରୁ ବାଦ୍‌ ପଡିଛନ୍ତି। ସେ ପିଠିରେ ଆହତ କାରଣରୁ ବାଦ ପଡିଛନ୍ତି।

Advertisment

ଏସିଆନ୍‌ ଚାମ୍ପିଅନ୍ ଇନ୍ଦ୍ରଜିତ ଭାରତ ସରକାରଙ୍କ ପ୍ରତ୍ସୋହନରେ ଆମେରିକାରେ ଟ୍ରେନିଂ ନେଇଛନ୍ତି। ଟ୍ରେନିଂ ବେଳେ ପିଠିର ଗୁରୁତର ଆହତ ପାଇଛନ୍ତି। ଏଥିପାଇଁ ସେ ଚିକିତ୍ସିତ ହେଉଛନ୍ତି। ଶୀଘ୍ର ସେ ଆହତ ସମସ୍ୟାରୁ ମୁକୁଳିବେ ବୋଲି ତାଙ୍କ ଫେସବୁକ୍‌ରେ ଦର୍ଶାଇଛନ୍ତି।