ଶ୍ରୀସନ୍ଥ ବାପା ହେଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପେସ୍ ବୋଲର୍ ଶ୍ରୀସନ୍ଥ ବାପା ହୋଇଛନ୍ତି। ଶନିବାର ରାତିରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି।  ଟ୍ୱିଟରରେ ସେ ତାଙ୍କର ଖୁସି ଅଭିବ୍ୟକ୍ତ କରିବା ସହ ଝିଅ ଓ ମା’ ସୁସ୍ଥ ଥିବା କହିଛନ୍ତି। ମଦରର୍ସ ଡେ’ ପୂର୍ବ ରାତିରେ ଘରେ ଝିଅ ଜନ୍ମ ହୋଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି ।  ୨୦୧୩ ଡିସେମ୍ବରରେ ଶ୍ରୀସନ୍ଥ ରାଜସ୍ଥାନର ଏକ ରାଜପରିବାରର ଝିଅ ଭୁବନେଶ୍ୱରୀଙ୍କୁ ବିବାହ କରିଥିଲେ। ସୂଚନାଯୋଗ୍ୟ,  […]

sreesanth

sreesanth

Rakesh Mallick
  • Published: Sunday, 10 May 2015
  • Updated: 10 May 2015, 10:41 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପେସ୍ ବୋଲର୍ ଶ୍ରୀସନ୍ଥ ବାପା ହୋଇଛନ୍ତି। ଶନିବାର ରାତିରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି।  ଟ୍ୱିଟରରେ ସେ ତାଙ୍କର ଖୁସି ଅଭିବ୍ୟକ୍ତ କରିବା ସହ ଝିଅ ଓ ମା’ ସୁସ୍ଥ ଥିବା କହିଛନ୍ତି। ମଦରର୍ସ ଡେ’ ପୂର୍ବ ରାତିରେ ଘରେ ଝିଅ ଜନ୍ମ ହୋଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି ।  ୨୦୧୩ ଡିସେମ୍ବରରେ ଶ୍ରୀସନ୍ଥ ରାଜସ୍ଥାନର ଏକ ରାଜପରିବାରର ଝିଅ ଭୁବନେଶ୍ୱରୀଙ୍କୁ ବିବାହ କରିଥିଲେ। ସୂଚନାଯୋଗ୍ୟ,  ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଆଇପିଏଲ୍ ସ୍ପଟ୍ ଫିକ୍ସି ମାମଲାରେ ସେ କିଛି ଦିନ ଜେଲରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story