ଏସିଆନ୍‌ ଗେମ୍ସ: ଇତିହାସ ରଚିଲେ ସିନ୍ଧୁ

ଜାକର୍ତ୍ତା: ଏସିଆନ୍‌ ଗେମ୍ସ ବ୍ୟାଡମିଣ୍ଟନ୍‌ ସିଙ୍ଗିଲ୍ସ ଫାଇନାଲ୍‌ରେ ପହଞ୍ଚିଛନ୍ତି ପିଭି ସିନ୍ଧୁ। ସେମିଫାଇନାଲ୍‌ରେ ଜାପାନ୍‌ର ଆକାନେ ୟାମାଗୁଚିଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହାସହ ସିନ୍ଧୁ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ଏସିଆନ୍‌ ଗେମ୍ସରେ ବ୍ୟାଡମିଣ୍ଟନ୍‌ ସିଙ୍ଗିଲ୍ସ ଫାଇନାଲ୍‌ରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଅନ୍ୟ ଏକ ସେମିଫାଇନାଲ୍‌ରେ ଭାରତର ସାଇନା ନେହୱାଲ ହାରି ଯାଇଥିଲେ। ସେ ଚୀନ୍‌ ତାଇପେଇର ତାଇ ଜୁ ୟିଙ୍ଗଙ୍କଠାରୁ ସାଧାସଳଖ ସେଟ୍‌ ୨୧-୧୭, ୨୧-୧୪ରେ ପରାସ୍ତ ହୋଇଥିଲେ। ଏହାସହ ସେ […]

sindhu

Rakesh Mallick
  • Published: Monday, 27 August 2018
  • , Updated: 27 August 2018, 08:02 AM IST

ଜାକର୍ତ୍ତା: ଏସିଆନ୍‌ ଗେମ୍ସ ବ୍ୟାଡମିଣ୍ଟନ୍‌ ସିଙ୍ଗିଲ୍ସ ଫାଇନାଲ୍‌ରେ ପହଞ୍ଚିଛନ୍ତି ପିଭି ସିନ୍ଧୁ। ସେମିଫାଇନାଲ୍‌ରେ ଜାପାନ୍‌ର ଆକାନେ ୟାମାଗୁଚିଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏହାସହ ସିନ୍ଧୁ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ଏସିଆନ୍‌ ଗେମ୍ସରେ ବ୍ୟାଡମିଣ୍ଟନ୍‌ ସିଙ୍ଗିଲ୍ସ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ଏହାପୂର୍ବରୁ ଅନ୍ୟ ଏକ ସେମିଫାଇନାଲ୍‌ରେ ଭାରତର ସାଇନା ନେହୱାଲ ହାରି ଯାଇଥିଲେ। ସେ ଚୀନ୍‌ ତାଇପେଇର ତାଇ ଜୁ ୟିଙ୍ଗଙ୍କଠାରୁ ସାଧାସଳଖ ସେଟ୍‌ ୨୧-୧୭, ୨୧-୧୪ରେ ପରାସ୍ତ ହୋଇଥିଲେ। ଏହାସହ ସେ ବ୍ରୋଞ୍ଜ ପଦକ ପାଇଛନ୍ତି।

Related story