ରୈନାଙ୍କ ସମ୍ପର୍କୀୟଙ୍କ ଉପରେ ଆକ୍ରମଣ, ମୁହଁ ଖୋଲିଲେ କପିଲ ଶର୍ମା

ମୁମ୍ବାଇ: ପଞ୍ଜାବରେ କ୍ରିକେଟର ସୁରେଶ ରୈନାଙ୍କ କିଛି ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏ ଘଟଣା ନେଇ ନିଜେ ରୈନା ଟ୍ୱିଟ୍‌ ମଧ୍ୟ କରିଛନ୍ତି। ତାଙ୍କର ୨ ଜଣ ସମ୍ପର୍କୀୟଙ୍କର ଏଥିରେ ମୃତ୍ୟୁ ହୋଇଥିବା ମଧ୍ୟ ସେ ଲେଖିଛନ୍ତି। ଜଣେ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ସେ ଲେଖିଛନ୍ତି, “ପଞ୍ଜାବରେ ମୋ ସମ୍ପର୍କୀୟଙ୍କ ସହ ଯାହା ହେଲା ତାହା ଭୟଙ୍କରଠାରୁ ଅଧିକ କିଛି। ମୋ ପିଇସାଙ୍କର ହତ୍ୟା କରାଯାଇଛି। ମୋ ପିଉସୀ ଏବଂ ଅନ୍ୟ ୨ ଜଣ ମଧ୍ୟ ଗଭୀର ଆହତ ହୋଇଛନ୍ତି। ପିଉସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି, ସେ ଏବେ ଲାଇଫ୍‌ ସପୋର୍ଟରେ ଅଛନ୍ତି।”


ଏହାପରେ ଅଭିନେତା କପିଲ ଶର୍ମା ଲେଖିଛନ୍ତି, “ଏହି ଦୁଃଖଦ ଘଟଣା ଶୁଣି ମୁଁ ମର୍ମାହତ। ପରିବାର ପ୍ରତି ସମବେଦନା ଜଣାଉଛି। ପଞ୍ଜାବ ଡିଜିପି ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ଆସାମୀଙ୍କୁ ଦଣ୍ଡ ଦିଅନ୍ତୁ।”

ଆହୁରି ପଢ଼ନ୍ତୁ

‘ବିଗବସ୍‌-୧୪’ରେ ରାଧେ ମା’

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି