Advertisment

ରୈନାଙ୍କ ସମ୍ପର୍କୀୟଙ୍କ ଉପରେ ଆକ୍ରମଣ, ମୁହଁ ଖୋଲିଲେ କପିଲ ଶର୍ମା

ମୁମ୍ବାଇ: ପଞ୍ଜାବରେ କ୍ରିକେଟର ସୁରେଶ ରୈନାଙ୍କ କିଛି ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏ ଘଟଣା ନେଇ ନିଜେ ରୈନା ଟ୍ୱିଟ୍‌ ମଧ୍ୟ କରିଛନ୍ତି। ତାଙ୍କର ୨ ଜଣ ସମ୍ପର୍କୀୟଙ୍କର ଏଥିରେ ମୃତ୍ୟୁ ହୋଇଥିବା ମଧ୍ୟ ସେ ଲେଖିଛନ୍ତି। ଜଣେ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ସେ ଲେଖିଛନ୍ତି, “ପଞ୍ଜାବରେ ମୋ ସମ୍ପର୍କୀୟଙ୍କ ସହ ଯାହା ହେଲା ତାହା ଭୟଙ୍କରଠାରୁ ଅଧିକ କିଛି। ମୋ ପିଇସାଙ୍କର ହତ୍ୟା କରାଯାଇଛି। ମୋ ପିଉସୀ […]

ରୈନାଙ୍କ ସମ୍ପର୍କୀୟଙ୍କ ଉପରେ ଆକ୍ରମଣ, ମୁହଁ ଖୋଲିଲେ କପିଲ ଶର୍ମା

raina

Advertisment

ମୁମ୍ବାଇ: ପଞ୍ଜାବରେ କ୍ରିକେଟର ସୁରେଶ ରୈନାଙ୍କ କିଛି ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏ ଘଟଣା ନେଇ ନିଜେ ରୈନା ଟ୍ୱିଟ୍‌ ମଧ୍ୟ କରିଛନ୍ତି। ତାଙ୍କର ୨ ଜଣ ସମ୍ପର୍କୀୟଙ୍କର ଏଥିରେ ମୃତ୍ୟୁ ହୋଇଥିବା ମଧ୍ୟ ସେ ଲେଖିଛନ୍ତି। ଜଣେ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Advertisment

ସେ ଲେଖିଛନ୍ତି, “ପଞ୍ଜାବରେ ମୋ ସମ୍ପର୍କୀୟଙ୍କ ସହ ଯାହା ହେଲା ତାହା ଭୟଙ୍କରଠାରୁ ଅଧିକ କିଛି। ମୋ ପିଇସାଙ୍କର ହତ୍ୟା କରାଯାଇଛି। ମୋ ପିଉସୀ ଏବଂ ଅନ୍ୟ ୨ ଜଣ ମଧ୍ୟ ଗଭୀର ଆହତ ହୋଇଛନ୍ତି। ପିଉସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି, ସେ ଏବେ ଲାଇଫ୍‌ ସପୋର୍ଟରେ ଅଛନ୍ତି।”
https://twitter.com/KapilSharmaK9/status/1300683180370919425?s=20
ଏହାପରେ ଅଭିନେତା କପିଲ ଶର୍ମା ଲେଖିଛନ୍ତି, “ଏହି ଦୁଃଖଦ ଘଟଣା ଶୁଣି ମୁଁ ମର୍ମାହତ। ପରିବାର ପ୍ରତି ସମବେଦନା ଜଣାଉଛି। ପଞ୍ଜାବ ଡିଜିପି ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ଆସାମୀଙ୍କୁ ଦଣ୍ଡ ଦିଅନ୍ତୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe