Advertisment

ସ୍ୱିଡିସ୍ କପ୍ ଗ୍ରାଣ୍ଡ ପ୍ରିଁରେ ଅପୂର୍ବୀଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ସ୍ୱିଡିସ୍ କପ୍ ଗ୍ରାଣ୍ଡ ପ୍ରିଁର ମହିଳା ବର୍ଗର ୧୦ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବା ସହ ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଅପୂର୍ବୀ ଚାଣ୍ଡେଲା। ଅଲିମ୍ପିକରେ ସ୍ୱର୍ଣ୍ଣ ଜିତିଥିବା ଚାଇନାର ୟି ସିଲିଂକୁ ପଛରେ ପକାଇ ଭାରତର ଏହି ସୁଟର ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଗତକାଲି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଚାଣ୍ଡେଲା ୨୧୧.୨ ପର୍ଯ୍ୟନ୍ତ ସୁଟ କରିଥିଲେ। ପୁର୍ବରୁ ଚାଇନାର ୟି ସିଲିଂ ୨୧୧ ପର୍ଯ୍ୟନ୍ତ ସୁଟ କରିଥିଲେ। ଏହି […]

ସ୍ୱିଡିସ୍ କପ୍ ଗ୍ରାଣ୍ଡ ପ୍ରିଁରେ ଅପୂର୍ବୀଙ୍କ ବିଶ୍ୱ ରେକର୍ଡ

apurivi_chadela

Advertisment

ନୂଆଦିଲ୍ଲୀ: ସ୍ୱିଡିସ୍ କପ୍ ଗ୍ରାଣ୍ଡ ପ୍ରିଁର ମହିଳା ବର୍ଗର ୧୦ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବା ସହ ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଅପୂର୍ବୀ ଚାଣ୍ଡେଲା। ଅଲିମ୍ପିକରେ ସ୍ୱର୍ଣ୍ଣ ଜିତିଥିବା ଚାଇନାର ୟି ସିଲିଂକୁ ପଛରେ ପକାଇ ଭାରତର ଏହି ସୁଟର ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଗତକାଲି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଚାଣ୍ଡେଲା ୨୧୧.୨ ପର୍ଯ୍ୟନ୍ତ ସୁଟ କରିଥିଲେ। ପୁର୍ବରୁ ଚାଇନାର ୟି ସିଲିଂ ୨୧୧ ପର୍ଯ୍ୟନ୍ତ ସୁଟ କରିଥିଲେ।

Advertisment

ଏହି ପ୍ରତିଯୋଗିତାରେ ସ୍ୱିଡିସ ସୁଟର ଆଷ୍ଟ୍ରିଡ୍ ଷ୍ଟିଫେନସନ(୨୦୭.୬) ଓ ଷ୍ଟିନେ ନେଲସନ (୧୮୫.୦) ପର୍ଯ୍ୟନ୍ତ ସୁଟ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe