ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବାକୁ ଭାରତ ପାଖରେ ବଢ଼ିଆ ସୁଯୋଗ ଅଛି: ସଚିନ

ନୂଆଦିଲ୍ଲୀ: ଚଳିତ ବର୍ଷ ହୋମ‌ ପିଚରେ ହେବାକୁ ଥିବା ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ‌ ଭାରତ ହାତେଇବାର ସମ୍ଭାବନା ଅଧିକ ରହିଛି। ଭାରତ ପାଇଁ ଏହି କପ‌ ଜିତିବାର ଏକ ବଢ଼ିଆ ସୁଯୋଗ ରହିଛି। ଏ କଥା କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେ କହିଛନ୍ତି, ‘ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପାଇଁ ଆମ ପାଖରେ ସୁଯୋଗ ରହିଛି। ମୁଁ ଭାବୁଛି ଆମର ଟି-ଟ୍ୱେଣ୍ଟି ଟିମ୍ ଖୁବ‌ ସନ୍ତୁଳିତ। ଟିମରେ ଅନୁଭବୀ ବରିଷ୍ଠ ଖେଳାଳି ଅଛନ୍ତି ଓ ତା’ସହିତ […]

sachintendulkar

sachintendulkar

Rakesh Mallick
  • Published: Wednesday, 03 February 2016
  • Updated: 04 February 2016, 05:37 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ହୋମ‌ ପିଚରେ ହେବାକୁ ଥିବା ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ‌ ଭାରତ ହାତେଇବାର ସମ୍ଭାବନା ଅଧିକ ରହିଛି। ଭାରତ ପାଇଁ ଏହି କପ‌ ଜିତିବାର ଏକ ବଢ଼ିଆ ସୁଯୋଗ ରହିଛି। ଏ କଥା କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।

ସେ କହିଛନ୍ତି, ‘ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପାଇଁ ଆମ ପାଖରେ ସୁଯୋଗ ରହିଛି। ମୁଁ ଭାବୁଛି ଆମର ଟି-ଟ୍ୱେଣ୍ଟି ଟିମ୍ ଖୁବ‌ ସନ୍ତୁଳିତ। ଟିମରେ ଅନୁଭବୀ ବରିଷ୍ଠ ଖେଳାଳି ଅଛନ୍ତି ଓ ତା’ସହିତ ଯୁବ ଏବଂ ଉତ୍ସାହୀ ଖେଳାଳି ବି ଅଛନ୍ତି। ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆରେ ବଢ଼ିଆ ବୋଲିଂ କରିଥିଲେ। ତାଙ୍କୁ ଭଲ ସମର୍ଥନ କରିଥିଲେ ଦଳର ସିନିୟର ସଦସ୍ୟ ଆଶିଷ ନେହରା। ଯୁବରାଜ ବି ଟିମକୁ ଫେରିଛନ୍ତି। ହରଭଜନ ସିଂହ ଅଛନ୍ତି।’

ସଚିନ କହିଛନ୍ତି, ଭାରତ ବଢ଼ିଆ ଖେଳି ଅଷ୍ଟ୍ରେଲିଆକୁ ତା’ମାଟିରେ ୩-୦ରେ ଟି-ଟ୍ୱେଣ୍ଟି ସିରିଜ୍ ହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story