Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବାକୁ ଭାରତ ପାଖରେ ବଢ଼ିଆ ସୁଯୋଗ ଅଛି: ସଚିନ

ନୂଆଦିଲ୍ଲୀ: ଚଳିତ ବର୍ଷ ହୋମ‌ ପିଚରେ ହେବାକୁ ଥିବା ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ‌ ଭାରତ ହାତେଇବାର ସମ୍ଭାବନା ଅଧିକ ରହିଛି। ଭାରତ ପାଇଁ ଏହି କପ‌ ଜିତିବାର ଏକ ବଢ଼ିଆ ସୁଯୋଗ ରହିଛି। ଏ କଥା କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେ କହିଛନ୍ତି, ‘ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପାଇଁ ଆମ ପାଖରେ ସୁଯୋଗ ରହିଛି। ମୁଁ ଭାବୁଛି ଆମର ଟି-ଟ୍ୱେଣ୍ଟି ଟିମ୍ ଖୁବ‌ ସନ୍ତୁଳିତ। ଟିମରେ ଅନୁଭବୀ ବରିଷ୍ଠ ଖେଳାଳି ଅଛନ୍ତି ଓ ତା’ସହିତ […]

ଅଦ୍ୟତନ ହୋଇଛି
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବାକୁ ଭାରତ ପାଖରେ ବଢ଼ିଆ ସୁଯୋଗ ଅଛି: ସଚିନ

sachintendulkar

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ହୋମ‌ ପିଚରେ ହେବାକୁ ଥିବା ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ‌ ଭାରତ ହାତେଇବାର ସମ୍ଭାବନା ଅଧିକ ରହିଛି। ଭାରତ ପାଇଁ ଏହି କପ‌ ଜିତିବାର ଏକ ବଢ଼ିଆ ସୁଯୋଗ ରହିଛି। ଏ କଥା କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।

Advertisment

ସେ କହିଛନ୍ତି, ‘ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପାଇଁ ଆମ ପାଖରେ ସୁଯୋଗ ରହିଛି। ମୁଁ ଭାବୁଛି ଆମର ଟି-ଟ୍ୱେଣ୍ଟି ଟିମ୍ ଖୁବ‌ ସନ୍ତୁଳିତ। ଟିମରେ ଅନୁଭବୀ ବରିଷ୍ଠ ଖେଳାଳି ଅଛନ୍ତି ଓ ତା’ସହିତ ଯୁବ ଏବଂ ଉତ୍ସାହୀ ଖେଳାଳି ବି ଅଛନ୍ତି। ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆରେ ବଢ଼ିଆ ବୋଲିଂ କରିଥିଲେ। ତାଙ୍କୁ ଭଲ ସମର୍ଥନ କରିଥିଲେ ଦଳର ସିନିୟର ସଦସ୍ୟ ଆଶିଷ ନେହରା। ଯୁବରାଜ ବି ଟିମକୁ ଫେରିଛନ୍ତି। ହରଭଜନ ସିଂହ ଅଛନ୍ତି।’

ସଚିନ କହିଛନ୍ତି, ଭାରତ ବଢ଼ିଆ ଖେଳି ଅଷ୍ଟ୍ରେଲିଆକୁ ତା’ମାଟିରେ ୩-୦ରେ ଟି-ଟ୍ୱେଣ୍ଟି ସିରିଜ୍ ହରାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe