'ଭାରତ ଆର୍ମି' ସହ ଏହି ଗୀତରେ ଡ୍ୟାନ୍ସ କଲେ ବିରାଟ ଆଣ୍ଡ କୋ, ଦେଖନ୍ତୁ ଭିଡିଓ

ସିଡ୍‌ନୀ: ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ୨-୧ରେ ଟେଷ୍ଟ ସିରିଜ୍‌ ଜିତିବା ପରେ ଏବେ ଚାରିଆଡ଼େ ଉତ୍ସବର ପରିବେଶ। ପ୍ରଥମେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ପଡ଼ିଆ ମଝିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏବେ ଟିମ୍‌ ଇଣ୍ଡିଆକୁ ସର୍ବଦା ବିଶ୍ୱର ପ୍ରତ୍ୟେକ ଷ୍ଟାଡିୟମରେ ସମର୍ଥନ କରିବାକୁ ଆସୁଥିବା ‘ ଦି ଭାରତ ଆର୍ମି’ ସହ ବିରାଟ୍‌ କୋହଲି ଓ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ନାଚୁଥିବା ଦେଖିବାକୁ ମିଳିଛି। ‘ମେରେ ଦେଶ କି ଧରଟୀ’ ଗୀତରେ ବିରାଟ୍‌ ଆଣ୍ଡ କୋ […]

yq

yq

Hemant Lenka
  • Published: Monday, 07 January 2019
  • Updated: 07 January 2019, 05:56 PM IST

Sports

Latest News

ସିଡ୍‌ନୀ: ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ୨-୧ରେ ଟେଷ୍ଟ ସିରିଜ୍‌ ଜିତିବା ପରେ ଏବେ ଚାରିଆଡ଼େ ଉତ୍ସବର ପରିବେଶ। ପ୍ରଥମେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ପଡ଼ିଆ ମଝିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

ଏବେ ଟିମ୍‌ ଇଣ୍ଡିଆକୁ ସର୍ବଦା ବିଶ୍ୱର ପ୍ରତ୍ୟେକ ଷ୍ଟାଡିୟମରେ ସମର୍ଥନ କରିବାକୁ ଆସୁଥିବା ' ଦି ଭାରତ ଆର୍ମି' ସହ ବିରାଟ୍‌ କୋହଲି ଓ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ନାଚୁଥିବା ଦେଖିବାକୁ ମିଳିଛି। 'ମେରେ ଦେଶ କି ଧରଟୀ' ଗୀତରେ ବିରାଟ୍‌ ଆଣ୍ଡ କୋ ଭାରତ ସହ ଠୁମକା ଲଗାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓକୁ ବିସିସିଆଇ ଟ୍ୱିଟ୍‌ରରେ ଛାଡ଼ିଛି।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1082210339662454785

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos