yq
ସିଡ୍ନୀ: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ୨-୧ରେ ଟେଷ୍ଟ ସିରିଜ୍ ଜିତିବା ପରେ ଏବେ ଚାରିଆଡ଼େ ଉତ୍ସବର ପରିବେଶ। ପ୍ରଥମେ ଟିମ୍ ଇଣ୍ଡିଆର ଖେଳାଳିମାନେ ପଡ଼ିଆ ମଝିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।
ଏବେ ଟିମ୍ ଇଣ୍ଡିଆକୁ ସର୍ବଦା ବିଶ୍ୱର ପ୍ରତ୍ୟେକ ଷ୍ଟାଡିୟମରେ ସମର୍ଥନ କରିବାକୁ ଆସୁଥିବା ' ଦି ଭାରତ ଆର୍ମି' ସହ ବିରାଟ୍ କୋହଲି ଓ ଟିମ୍ ଇଣ୍ଡିଆର ସଦସ୍ୟମାନେ ନାଚୁଥିବା ଦେଖିବାକୁ ମିଳିଛି। 'ମେରେ ଦେଶ କି ଧରଟୀ' ଗୀତରେ ବିରାଟ୍ ଆଣ୍ଡ କୋ ଭାରତ ସହ ଠୁମକା ଲଗାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓକୁ ବିସିସିଆଇ ଟ୍ୱିଟ୍ରରେ ଛାଡ଼ିଛି।
ଦେଖନ୍ତୁ ଭିଡିଓ
https://twitter.com/twitter/statuses/1082210339662454785
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/01/yq.jpg)