ଧୋନିଙ୍କ କ୍ୟାପ୍ଟେନ୍‌ଶିପ୍‌ର ପ୍ରଥମ ମ୍ୟାଚ୍‌ ମଧ୍ୟ ଟାଇ ହୋଇଥିଲା

ଦୁବାଇ: ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ଶିପ୍‌ ପଦରୁ ଅବସର ନେଇଥିଲେ ହେଁ ମଙ୍ଗଳବାର ଏସିଆ କପ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଦଳର ନେତୃତ୍ୱ ନେଇଥିଲେ। ଧୋନି ଭାରତ ପାଇଁ ୨୦୦ ତମ ମ୍ୟାଚ୍‌ରେ ଅଧିନାୟିକତ୍ୱ କରିବାର ଏକ ବିରଳ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଥିଲେ। ତେବେ ଧୋନିଙ୍କ କ୍ୟାପ୍ଟେନିଶପ୍‌ର ୨୦୦ ତମ ମ୍ୟାଚ୍‌ଟି ମଧ୍ୟ ଟାଇରେ ଶେଷ ହୋଇଛି। ଅର୍ଥାତ ଆଫ୍‌ଗାନିସ୍ତାନ ୨୫୨ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ସମାନ ୨୫୨ […]

k3

k3

Hemant Lenka
  • Published: Wednesday, 26 September 2018
  • Updated: 26 September 2018, 05:09 PM IST

Sports

Latest News

ଦୁବାଇ: ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ଶିପ୍‌ ପଦରୁ ଅବସର ନେଇଥିଲେ ହେଁ ମଙ୍ଗଳବାର ଏସିଆ କପ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଦଳର ନେତୃତ୍ୱ ନେଇଥିଲେ। ଧୋନି ଭାରତ ପାଇଁ ୨୦୦ ତମ ମ୍ୟାଚ୍‌ରେ ଅଧିନାୟିକତ୍ୱ କରିବାର ଏକ ବିରଳ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଥିଲେ।

ତେବେ ଧୋନିଙ୍କ କ୍ୟାପ୍ଟେନିଶପ୍‌ର ୨୦୦ ତମ ମ୍ୟାଚ୍‌ଟି ମଧ୍ୟ ଟାଇରେ ଶେଷ ହୋଇଛି। ଅର୍ଥାତ ଆଫ୍‌ଗାନିସ୍ତାନ ୨୫୨ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ସମାନ ୨୫୨ ରନ୍‌ କରିଥିଲା।

ଏଭଳି ଟାଇ ରହିବା ଫଳରେ ଚାରିଆଡ଼େ ଧୋନିଙ୍କ ଅଧିନାୟିକତ୍ୱରେ ଏହି ୨୦୦ ତମ ମ୍ୟାଚ୍‌କୁ ନେଇ ଚର୍ଚ୍ଚା। ତେବେ ଆପଣମାନେ ଜାଣିଛନ୍ତି କି, ଧୋନିଙ୍କ କ୍ୟାପ୍ଟେନଶିପ୍‌ରେ ଭାରତ ଖେଳୁଥିବା ପ୍ରଥମ ମ୍ୟାଚ୍‌ଟି ମଧ୍ୟ ଟାଇରେ ଶେଷ ହୋଇଥିଲା ବୋଲି?

ଧୋନିଙ୍କୁ ୨୦୦୭ରେ ପୂର୍ଣ୍ଣକାଳୀନ ଭାବେ ଟିମ୍‌ ଇଣ୍ଡିଆର ଲିମିଟେଡ୍‌ ଫର୍ମାଟର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଧୋନିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୨୦୦୭ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍‌ଟି ଟାଇ ହୋଇଥିଲା।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୪୧ ରନ୍‌ କରିଥିଲା। ପାକିସ୍ତାନ ମଧ୍ୟ ସମାନ ୧୪୧ ରନ୍‌ କରିଥିଲା। ଫଳରେ ମ୍ୟାଚ୍‌ଟି ଟାଇ ହୋଇଥିଲା। ୨୦୦୭ ସେପ୍ଟେମ୍ବର ୧୪ରେ ଏଭଳି ଘଟଣା ଘଟିଥିଲା। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ବଲ୍‌ ଆଉଟ୍‌ ଜରିଆରେ ଭାରତ ପାକିସ୍ତାନକୁ ହରାଇ ବିଜୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story