ଦିନିକିଆ ଟିମ୍‌ରୁ ବ୍ରାଭୋ, ପୋଲାର୍ଡ ଓ ନରେନ ଆଉଟ୍‌ !

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ହିରୋ ଡାରେନ୍‌ ବ୍ରାଭୋ, କିରଣ ପୋଲାର୍ଡ ଓ ସୁନୀଲ ନରେନଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ଦେଖିବାକୁ ମିଳି ନପାରେ। ଭାରତ ଆସିବାକୁ ଭିସା ପାଇଁ କରାଯାଇଥିବା ଆବେଦନରେ ଏମାନଙ୍କ ନାମ ନାହିଁ। ଭିସା ପାଇଁ ୨୫ ଜଣିଆ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ଏହି ତିନି ଜଣଙ୍କ ନାଁ ନଥିବାରୁ ଏପରି ସନ୍ଦେହ ପ୍ରକାଶ ପାଇଛି। ଏପରିକି ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ଟିମ୍‌ରେ ବି ବ୍ରାଭୋଙ୍କୁ ସାମିଲ କରାଯାଇ ନପାରେ। […]

Dwayne-Bravo

Dwayne-Bravo

Rakesh Mallick
  • Published: Monday, 08 October 2018
  • Updated: 08 October 2018, 12:21 PM IST

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ହିରୋ ଡାରେନ୍‌ ବ୍ରାଭୋ, କିରଣ ପୋଲାର୍ଡ ଓ ସୁନୀଲ ନରେନଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରେ ଦେଖିବାକୁ ମିଳି ନପାରେ। ଭାରତ ଆସିବାକୁ ଭିସା ପାଇଁ କରାଯାଇଥିବା ଆବେଦନରେ ଏମାନଙ୍କ ନାମ ନାହିଁ। ଭିସା ପାଇଁ ୨୫ ଜଣିଆ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ଏହି ତିନି ଜଣଙ୍କ ନାଁ ନଥିବାରୁ ଏପରି ସନ୍ଦେହ ପ୍ରକାଶ ପାଇଛି।

ଏପରିକି ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ଟିମ୍‌ରେ ବି ବ୍ରାଭୋଙ୍କୁ ସାମିଲ କରାଯାଇ ନପାରେ। କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ ଭାରତ ଆସିବାକୁ ଭିସା ପାଇଁ ଯେଉଁ ଖେଳାଳିମାନଙ୍କ ସହ ଯୋଗାଯୋଗ କରିଛି, ସେଥିରେ ବ୍ରାଭୋ ନାହାନ୍ତି। ବ୍ରାଭୋ ଏବେ ପୂରା ଫର୍ମରେ ଥିବା ବେଳେ ଏପରି ଖବର ଆସୁଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ର ଦିନିକିଆ ଟିମ୍‌ ଘୋଷଣା କରାଯାଇନାହିଁ। ହେଲେ ଏଥିପାଇଁ ମ୍ୟାନେଜ୍‌ମେଣ୍ଟ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ସୁପର୍‌-୫୦ ପ୍ରଦର୍ଶନ ଉପରେ ମ୍ୟାନେଜ୍‌ମେଣ୍ଟ ଏବେ ନଜର ରଖିଛି। ଏଥିରୁ ଖେଳାଳି ଚୟନ କରାଯିବା ନେଇ ଆଶା କରାଯାଉଛି।

ଆସନ୍ତା ୨୧ ତାରିଖରୁ ଭାତର ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story