Advertisment

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ଭାଇଜାଗ: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ଆଜି ଆନ୍ଧ୍ରପ୍ରଦେଶର ଭାଇଜାଗରେ ଖେଳାଯିବ। ଭାରତୀୟ ଟିମ୍‌ ଭାଇଜାଗରେ ପହଞ୍ଚିବା ସହ ଅଭ୍ୟାସ ଆରମ୍ଭ କରିଛି। ସିରିଜର ଦ୍ୱିତୀୟ ଟିଟ୍ୱେଣ୍ଟି ବେଙ୍ଗାଲୁରରେ ଖେଳାଯିବ। ଏହାସହ ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ।

author-image
Rakesh Mallick
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

cricket

ଭାଇଜାଗ: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ ଆଜି ଆନ୍ଧ୍ରପ୍ରଦେଶର ଭାଇଜାଗରେ ଖେଳାଯିବ।

Advertisment

ଭାରତୀୟ ଟିମ୍‌ ଭାଇଜାଗରେ ପହଞ୍ଚିବା ସହ ଅଭ୍ୟାସ ଆରମ୍ଭ କରିଛି। ସିରିଜର ଦ୍ୱିତୀୟ ଟିଟ୍ୱେଣ୍ଟି ବେଙ୍ଗାଲୁରରେ ଖେଳାଯିବ।

ଏହାସହ ଉଭୟ ଦଳ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ।