ରଣଜୀ ମୁକାବିଲା: ମୁହାଁମୁହିଁ ହେବେ ଓଡ଼ିଶା-ଆସାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌। ପ୍ରଥମ ଦୁଇଟି ମ୍ୟାଚ୍‌ ଘରୋଇ ପଡ଼ିଆରେ ଖେଳିଥିବା ଓଡ଼ିଶା ଆଜି ଗୌହାଟିରେ ଆସାମ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍‌ ଜିତି ସିଜିନ୍‌ର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ଓଡ଼ିଶା ପଡ଼ିଆକୁ ଓହ୍ଲାଇବ। ଘରୋଇ ପଡ଼ିଆରେ ଖେଳି ମଧ୍ୟ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ଏଯାଏ ବିଜୟ ଖାତା ଖୋଲି ପାରିନାହିଁ। ହରିଆଣା ସହ ପ୍ରଥମ ମ୍ୟାଚ୍‌କୁ ଦଳ […]

cricket

cricket

Rakesh Mallick
  • Published: Tuesday, 20 November 2018
  • Updated: 20 November 2018, 11:21 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌। ପ୍ରଥମ ଦୁଇଟି ମ୍ୟାଚ୍‌ ଘରୋଇ ପଡ଼ିଆରେ ଖେଳିଥିବା ଓଡ଼ିଶା ଆଜି ଗୌହାଟିରେ ଆସାମ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ।

ଏହି ମ୍ୟାଚ୍‌ ଜିତି ସିଜିନ୍‌ର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ଓଡ଼ିଶା ପଡ଼ିଆକୁ ଓହ୍ଲାଇବ। ଘରୋଇ ପଡ଼ିଆରେ ଖେଳି ମଧ୍ୟ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ ଏଯାଏ ବିଜୟ ଖାତା ଖୋଲି ପାରିନାହିଁ। ହରିଆଣା ସହ ପ୍ରଥମ ମ୍ୟାଚ୍‌କୁ ଦଳ ଡ୍ର ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଉତ୍ତରପ୍ରଦେଶଠାରୁ ପରାସ୍ତ ହୋଇଥିଲା।

ପ୍ରଥମ ମ୍ୟାଚକୁ ଡ୍ର ରଖିଥିବା ଓଡ଼ିଶା ୧ ପଏଣ୍ଟ ସହ ‘ଏଲିଟ୍ ଗ୍ରୁପ-ସି’ର ଶେଷ ସ୍ଥାନରେ ରହିଛି।

ଏହା ଓଡ଼ିଶା ଓ ଆସାମ ମଧ୍ୟରେ ୫୧ତମ ମ୍ୟାଚ୍‌ ହେବ। ୫୦ଟି ମ୍ୟାଚ୍‌ରୁ ଓଡ଼ିଶା ୨୧ଟିରେ ବିଜୟ ହାସଲ କରିଥିବା ବେଳେ ଆସାମ ମାତ୍ର ୫ଟି ହାତେଇବାରେ ସଫଳ ହୋଇଛି। କିନ୍ତୁ ଚଳିତ ସିଜିନ୍‌ରେ ଆସାମ ବେଶ୍ ଭଲ ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚ ଝାଡଖଣ୍ଡ ସହ ଡ୍ର ଏବଂ ଦ୍ୱିତୀୟ ମ୍ୟାଚରେ ତ୍ରିପୁରାକୁ ପରାସ୍ତ କରି ୭ ପଏଣ୍ଟ ସହ ‘ଏଲିଟ୍ ଗ୍ରୁପ-ସି’ର ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story