england_vs_India
ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ର ୧୧ତମ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାର ଏଚ୍ପିସିଏ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।
ଭାରତ ୨ଟି ମ୍ୟାଚ୍ରୁ ଗୋଟିଏ ଜିତି ଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଛି। ଦଳ ଏବେ ୨ ପଏଣ୍ଟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ପ୍ରଥମ ମ୍ୟାଚ୍ ବାଂଲାଦେଶଠାରୁ ୭୨ ରନ୍ରେ ବିଜୟ ହୋଇଥିଲା। ତେବେ ପାକିସ୍ତାନଠାରୁ ଦଳ ୨ ରନ୍ରେ ପରାସ୍ତ ହୋଇଥିଲା। ଏଥିପାଇଁ ଦଳ ଏହି ମ୍ୟାଚ୍କୁ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଠା କରିବ।
ଅନ୍ୟପକ୍ଷରେ ଇଂଲଣ୍ଡ ବାଂଲାଦେଶକୁ ୩୬ ରନ୍ରେ ପରାଜିତ କରି ୨ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ମଧ୍ୟ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/03/england_vs_India.jpg)