ଅଦ୍ୟତନ ହୋଇଛି
tennis-balls-and-rackets
Advertisment
ଭୁବନେଶ୍ୱର: ଆସନ୍ତା ୮ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କମ୍ପଲେକ୍ସରେ ଉତ୍କଳ ଓପନ୍ ଟେନିସ୍ ଆରମ୍ଭ ହେବ। ୧୪ବର୍ଷରୁ କମ୍ ବାଳକରୁ ଆରମ୍ଭ କରି ୬୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ଡବଲ୍ସ ପର୍ଯ୍ୟନ୍ତ ମୋଟ ୭ଟି ଇଭେଣ୍ଟରେ ପ୍ରତିଯୋଗୀତା ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧ ଲକ୍ଷ ୬୨ହଜାର ଟଙ୍କ। ଅର୍ଥରାଶି ପୁରସ୍କାର ରହିଛି। ଏଥିରେ ପ୍ରାୟ ଅଢେଇଶହରୁ ୩ଶହ ପ୍ରତିଯୋଗୀ ଭାଗ ନେବେ ବୋଲି ଆୟୋଜକ ଏସ୍ ଟେନିସ୍ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/07/tennis-balls-and-rackets.jpg)