Advertisment

ଇଂଲଣ୍ଡ ବୋଲରଙ୍କ 'ମଜାକ ଉଡ଼ାଉଛନ୍ତି' ସ୍ମିଥ, ବ୍ୟାଟିଂ ଶୈଳୀର ଭିଡିଓ ଭାଇରାଲ

ଲର୍ଡସ: ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ ପୁଣିଥରେ ଚର୍ଚ୍ଚାରେ। ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରିଥିବା ସ୍ମିଥ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ନିଜର ଚମକ ଦେଖାଇଛନ୍ତି। ତେବେ ସ୍ମିଥଙ୍କ ବ୍ୟାଟିଂ ଶୈଳୀର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ମିଥ ବଲଗୁଡ଼ିକ ଛାଡ଼ିବା ବେଳେ କ୍ରିଜ୍‌ରେ କେମିତି ଇଂଲଣ୍ଡ ବୋଲରଙ୍କୁ ପରିହାସ କରୁଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି। ବିଶେଷ କରି ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସରେ […]

ଇଂଲଣ୍ଡ ବୋଲରଙ୍କ 'ମଜାକ ଉଡ଼ାଉଛନ୍ତି' ସ୍ମିଥ, ବ୍ୟାଟିଂ ଶୈଳୀର ଭିଡିଓ ଭାଇରାଲ

w

Advertisment

ଲର୍ଡସ: ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ ପୁଣିଥରେ ଚର୍ଚ୍ଚାରେ। ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରିଥିବା ସ୍ମିଥ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ନିଜର ଚମକ ଦେଖାଇଛନ୍ତି।

Advertisment

ତେବେ ସ୍ମିଥଙ୍କ ବ୍ୟାଟିଂ ଶୈଳୀର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ମିଥ ବଲଗୁଡ଼ିକ ଛାଡ଼ିବା ବେଳେ କ୍ରିଜ୍‌ରେ କେମିତି ଇଂଲଣ୍ଡ ବୋଲରଙ୍କୁ ପରିହାସ କରୁଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି।

ବିଶେଷ କରି ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସରେ ସ୍ମିଥଙ୍କ ୱେଲ-ଲେଫ୍ଟ କରିବା ଶୈଳୀକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Advertisment

ଦେଖନ୍ତୁ ସେହି ଭିଡିଓ
https://twitter.com/i/status/1162408438460297217

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe