Advertisment

ଧୂମପାନ କରୁଛନ୍ତି କି ହାର୍ଦ୍ଦିକ, ସୋଶାଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ରାଞ୍ଚି: ଆହତ ହୋଇଥିବା କାରଣରୁ ଏସିଆ କପ୍‌ଠାରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଚର୍ଚ୍ଚାରେ। ତାଙ୍କର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ଏହାକୁ ନେଇ ଫ୍ୟାନ୍‌ମାନେ ହାର୍ଦ୍ଦିକ ଧୂମପାନ କରୁଛନ୍ତି କି ବୋଲି ପ୍ରଶ୍ନ କରିବାରେ ଲାଗିଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଜନ୍ମଦିନ ପାର୍ଟିରେ ହାର୍ଦ୍ଦିକ ଧୂମପାନ କରୁଥିବା କ୍ୟାମେରାରେ ଧରାପଡ଼ିଛି। ସାକ୍ଷୀ କେକ୍‌ କାଟିବା ସମୟରେ ହିଁ […]

ଅଦ୍ୟତନ ହୋଇଛି
ଧୂମପାନ କରୁଛନ୍ତି କି ହାର୍ଦ୍ଦିକ, ସୋଶାଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

f

Advertisment

ରାଞ୍ଚି: ଆହତ ହୋଇଥିବା କାରଣରୁ ଏସିଆ କପ୍‌ଠାରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଚର୍ଚ୍ଚାରେ। ତାଙ୍କର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ଏହାକୁ ନେଇ ଫ୍ୟାନ୍‌ମାନେ ହାର୍ଦ୍ଦିକ ଧୂମପାନ କରୁଛନ୍ତି କି ବୋଲି ପ୍ରଶ୍ନ କରିବାରେ ଲାଗିଛନ୍ତି।

Advertisment

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଜନ୍ମଦିନ ପାର୍ଟିରେ ହାର୍ଦ୍ଦିକ ଧୂମପାନ କରୁଥିବା କ୍ୟାମେରାରେ ଧରାପଡ଼ିଛି। ସାକ୍ଷୀ କେକ୍‌ କାଟିବା ସମୟରେ ହିଁ ଧୋନି ସେଠାରେ ଉପସ୍ଥିତ ଥିଲେ।

ଏହି ସମୟରେ ଧୋନିଙ୍କ ପଛ ପଟେ ଥିବା ହାର୍ଦ୍ଦିକ ଧୂମପାନ କରୁଥିବା ଦେଖିବାକୁ ମିଳିଛି। ତେବେ ସେ ପ୍ରକୃତରେ ଧୂମପାନ କରୁଥିଲେ ନା ସେଇ ଧୂଆଁ ଆଉ କିଛି ଥିଲା, ତାହା ସ୍ପଷ୍ଟ ହୋଇନି। କିନ୍ତୁ ଏହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଭିଡିଓଟିକୁ ସେମାନେ ଶେୟାର କରିବାରେ ଲାଗିଛନ୍ତି।

Advertisment

ଦେଖନ୍ତୁ ଭିଡିଓ:

View this post on Instagram

Cake cutting ?? #SakshiDhoni #Msdhoni

A post shared by Sakshi Singh Dhoni FC ? (@_sakshisingh_r) on

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe