ରୋହିତଙ୍କ ସମକକ୍ଷ ହେଲେ ବିରାଟ୍‌ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ପୁଣି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟ୍ ଅର୍ଥାତ୍ ଟି-୨୦ରେ କୋହଲି ସର୍ବାଧିକ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ କୋହଲି ନିଜର ୨୫ତମ ଅର୍ଦ୍ଧଶତକ ପୂରଣ କରିବା ସହ ଏହି ଉପଲବ୍ଧି ହାସଲ କରିଛନ୍ତି। ଏଥିସହ ସେ ରୋହିତ୍ ଶର୍ମାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ରୋହିତଙ୍କ ନାଁରେ ମଧ୍ୟ ଟି-୨୦ରେ ୨୫ଟି ଅର୍ଦ୍ଧଶତକ […]

kohli11

kohli11

Ranjit Kumar Jena
  • Published: Thursday, 10 December 2020
  • Updated: 10 December 2020, 01:10 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ପୁଣି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟ୍ ଅର୍ଥାତ୍ ଟି-୨୦ରେ କୋହଲି ସର୍ବାଧିକ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ କୋହଲି ନିଜର ୨୫ତମ ଅର୍ଦ୍ଧଶତକ ପୂରଣ କରିବା ସହ ଏହି ଉପଲବ୍ଧି ହାସଲ କରିଛନ୍ତି। ଏଥିସହ ସେ ରୋହିତ୍ ଶର୍ମାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ରୋହିତଙ୍କ ନାଁରେ ମଧ୍ୟ ଟି-୨୦ରେ ୨୫ଟି ଅର୍ଦ୍ଧଶତକ ରହିଛି। ରୋହିତ୍ ୧୦୦ ଇନିଂସ୍ ଖେଳି ଏହି ମାଇଲଖୁଣ୍ଟ ହାସଲ କରିଥିବା ବେଳେ କୋହଲି ମାତ୍ର ୭୯ ଇନିଂସ ଖେଳି ନିଜ ନାଁରେ ରେକର୍ଡ କରିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ରହିଛନ୍ତି। ୱାର୍ଣ୍ଣର୍ ୧୯ ଅର୍ଦ୍ଧଶତକ ସହ ତୃତୀୟ ଏବଂ ଆୟର୍ଲ୍ୟାଣ୍ଡର ପଲ୍ ଷ୍ଟର୍ଲିଙ୍ଗ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଅଧିକ ପଢ଼ନ୍ତୁ : ଅମିତାଭ, ପ୍ରିୟଙ୍କାଙ୍କୁ ପଛରେ ପକାଇଲେ ସୋନୁ

ସୂଚନାଯୋଗ୍ୟ, ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା। ତେବେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିସାରିଥିବା ଭାରତ ୨-୧ରେ ସିରିଜ୍ ହାତେଇବାରେ ସଫଳ ହୋଇଛି। ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ୧୭ ତାରିଖରୁ ଆଡିଲେଡରେ ଖେଳାଯିବ। ଦିବାରାତ୍ର ବିଶିଷ୍ଟ ହେବାକୁ ଏହି ମ୍ୟାଚରେ ଭାରତ ତା'ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ବିନା ଖେଳିବ। ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଟେଷ୍ଟରେ ତା'ର ନିୟମିତ ଓପ୍ନର ଡେଭିଡ୍‌ ୱାର୍ଣ୍ଣରଙ୍କ ବିନା ମଇଦାନକୁ ଓହ୍ଲାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story