ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇଦେଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋଶାଲ୍‌ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସ ମୋଦିଙ୍କଠାରୁ ମଧ୍ୟ ଅଧିକ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବିରାଟଙ୍କର ୫୦ନିୟୁତ ଫଲୋଅର ଥିବା ବେଳେ ମୋଦିଙ୍କର ୩୪.୫ ନିୟୁତ ଫଲୋଅର ଅଛନ୍ତି। ଏପର୍ଯ୍ୟନ୍ତ ବିରାଟ ଇନ୍‌ଷ୍ଟାଗ୍ରାମରେ ୯୩୦ଟି ପୋଷ୍ଟ କରିଥିବା ବେଳେ ସେ ୧୪୮ଜଣଙ୍କୁ ଫଲୋ କରୁଛନ୍ତି। ସେମିତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଇନ୍‌ଷ୍ଟାଗ୍ରାମରେ ୧୭.୫ ନିୟୁତ ଫଲୋଅର, ପର୍ତ୍ତୁଗାଲ ଫୁଟ୍‌ବଲ ଖେଳାଳି […]

viru-2

viru-2

Biswobandita Swain
  • Published: Wednesday, 19 February 2020
  • Updated: 19 February 2020, 01:44 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋଶାଲ୍‌ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସ ମୋଦିଙ୍କଠାରୁ ମଧ୍ୟ ଅଧିକ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବିରାଟଙ୍କର ୫୦ନିୟୁତ ଫଲୋଅର ଥିବା ବେଳେ ମୋଦିଙ୍କର ୩୪.୫ ନିୟୁତ ଫଲୋଅର ଅଛନ୍ତି।

ଏପର୍ଯ୍ୟନ୍ତ ବିରାଟ ଇନ୍‌ଷ୍ଟାଗ୍ରାମରେ ୯୩୦ଟି ପୋଷ୍ଟ କରିଥିବା ବେଳେ ସେ ୧୪୮ଜଣଙ୍କୁ ଫଲୋ କରୁଛନ୍ତି। ସେମିତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଇନ୍‌ଷ୍ଟାଗ୍ରାମରେ ୧୭.୫ ନିୟୁତ ଫଲୋଅର, ପର୍ତ୍ତୁଗାଲ ଫୁଟ୍‌ବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡଙ୍କର ୨୦୩ ନିୟୁତ, ଫୁଟବଲ୍‌ ଖେଳାଳି ଲିଓନାର୍ଡ ମେସିଙ୍କର ୧୪୩ ନିୟୁତ ଫଲୋଅର ରହିଛନ୍ତି।

ତେବେ ବିରାଟ କୋହଲି ହେଉଛନ୍ତି ପ୍ରଥମ ଭାରତୀୟ ଯାହାଙ୍କର ଫଲୋଅର ସଂଖ୍ୟା ଇନ୍‌ଷ୍ଟାଗ୍ରାମରେ ୫୦ ନିୟୁତରେ ପହଞ୍ଚିଛି। ବିରାଟଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ କ୍ରିକେଟ୍‌ ସମ୍ପର୍କିତ ଫଟୋ ଶେଆର କରାଯାଇଥିବା ସହ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ କିଛି ଫଟୋ ରହିଛି।

ତେବେ ଇନ୍‌ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ଦୃଷ୍ଟିରୁ ବିରାଟଙ୍କ ପରେ ଦ୍ୱିତୀୟରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତାଙ୍କର ଇନ୍‌ଷ୍ଟ୍ରାଗ୍ରାମ ଫଲୋଅରଙ୍କ ସଂଖ୍ୟା ୪୯.୯ ନିୟୁତ। ସେମିତି ତୃତୀୟ ସ୍ଥାନରେ ଅଛନ୍ତି ଦୀପିକା ପାଦୁକୋନ୍‌। ତାଙ୍କର ୪୪.୧ ନିୟୁତ ଫଲୋଅର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story