ଡିଆରଏସକୁ ନେଇ ବିରାଟ ପୁଣି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଟିମ୍ ଭାରତକୁ ୪ ୱିକେଟରେ ପରାସ୍ତ କରିଥିଲା । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୯ ୱିକେଟରେ ୩୫୮ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୩ ବଲ ବାକି ଥାଇ ମୁକାବିଲାକୁ ଜିତି ନେଇଥିଲା । ତେବେ ଏହି ମ୍ୟାଚ୍ରେ ଅଷ୍ଟନ ଟର୍ଣ୍ଣରଙ୍କ ବିରୋଧରେ ଡିଆରଏସ୍ ଅପିଲ୍କୁ ନେଇ କୋହଲି ଭାରତୀୟ ଅଧିନାୟକ ବିରାଟ କୋହଲି ଅସନ୍ତୋଷ ପ୍ରକାଶ […]

virat-kohali

virat-kohali

Subhransu Sekhar
  • Published: Monday, 11 March 2019
  • Updated: 11 March 2019, 07:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଟିମ୍ ଭାରତକୁ ୪ ୱିକେଟରେ ପରାସ୍ତ କରିଥିଲା । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୯ ୱିକେଟରେ ୩୫୮ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୩ ବଲ ବାକି ଥାଇ ମୁକାବିଲାକୁ ଜିତି ନେଇଥିଲା । ତେବେ ଏହି ମ୍ୟାଚ୍ରେ ଅଷ୍ଟନ ଟର୍ଣ୍ଣରଙ୍କ ବିରୋଧରେ ଡିଆରଏସ୍ ଅପିଲ୍କୁ ନେଇ କୋହଲି ଭାରତୀୟ ଅଧିନାୟକ ବିରାଟ କୋହଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟର୍ଣ୍ଣର ୪୩ ବଲରେ ୮୪ ରନ୍ର ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ ।

ଅଷ୍ଟ୍ରେଲିଆ ଇନିଂସର ୪୪ତମ ଓଭରରେ ୟୁଜବେନ୍ଦ୍ର ଚହଲ ବୋଲିଂ କରୁଥିଲେ । ଚହଲଙ୍କ ବଲ୍ ପିଚ୍ ହେବା ପରେ ବାହାରକୁ ଚାଲିଯାଇଥିଲା । ଟର୍ଣ୍ଣର ଶଟ୍ ଖେଳିବାକୁ ପ୍ରୟାସ କରିଥିଲେ, କିନ୍ତୁ ଏଥିରେ ସେ ଅସଫଳ ରହିଥିଲେ । କିନ୍ତୁ ୱିକେଟ୍କିପର ଋଷଭ ପନ୍ତ ବଲ୍ ଧରିବା ପରେ ଷ୍ଟମ୍ପଆଉଟ୍ କରିଥିଲେ । କିନ୍ତୁ ଷ୍ଟମ୍ପିଂ ବଦଳରେ ପନ୍ତ କ୍ୟାଚ୍ ପାଇଁ ଅପିଲ୍ କରିଥିଲେ । ସ୍କୋୟାର ଲେଗରେ ଉପସ୍ଥିତ ଅମ୍ପାୟାର ଷ୍ଟମ୍ପିଂ ପାଇଁ ତୃତୀୟ ଅମ୍ପାୟାରକୁ ପଚାରିଥିଲେ । ରିପ୍ଲେରେ ସ୍ପଷ୍ଟ ହୋଇଥିଲା ଯେ, ଟର୍ଣ୍ଣରଙ୍କ ପାଦ କ୍ରିଜ୍ ଭିତରେ ଥିଲା ଏବଂ ଏଭଳି ସ୍ଥିତିରେ ଷ୍ଟମ୍ପ ଆଉଟ୍ ହେବାର କୌଣସି ପ୍ରଶ୍ନ ଉଠୁନଥିଲା । କିନ୍ତୁ କ୍ୟାଚକୁ  ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଉଠିଥିଲା । କ୍ୟାଚ୍ ବେଳେ କିଛି ଶବ୍ଦ ହୋଇଥିଲା । ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ, ଯେତେବେଳେ ବଲ୍ ବ୍ୟାଟରୁ ଆଗକୁ ଯାଇଥିଲା, ଏହା ପରେ ହିଁ ସ୍ପାଇକ୍ ନଜର ଆସିଥିଲା । ଅମ୍ପାୟାର ଏହାକୁ ୱାଇଡ୍ ବଲ୍ ଘୋଷଣା କରିଥିଲେ । କିନ୍ତୁ କୋହଲି ବଡ଼ ସ୍କ୍ରିନ୍ରେ ଏହାକୁ ଦେଖି ବିଶେଷ ଖୁସି ହୋଇନଥିଲେ ।

ମ୍ୟାଚ୍ ପରେ କୋହଲି କହିଥିଲେ । ଡିଆରଏସ୍ ଆମ ସମସ୍ତଙ୍କ ପାଇଁ ଅଦ୍ଭୁତ ଥିଲା । ପ୍ରାୟ ପ୍ରତି ମ୍ୟାଚ୍ ପରେ ଏହା ଉପରେ ଚର୍ଚ୍ଚା ହେବାରେ ଲାଗିଛି । ଡିଆରଏସର ପ୍ରଦର୍ଶନରେ ନିରନ୍ତରତାର ଅଭାବ ନଗର ଆସୁଛି । ଏହା ମ୍ୟାଚ୍ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା ବୋଲି କୋହଲି କହିଥିଲେ । ଏହା ପୂର୍ବରୁ ରାଞ୍ଚିରେ ଡିଆରଏସକୁ ନେଇ ଆଉ ଏକ ଭୁଲ ସାମ୍ନାକୁ ଆସିଥିଲା । ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ୍ ଆଉଟ୍ ହେବା ପରେ ବଲ୍-ଟ୍ରାକିଙ୍ଗ୍ ବିବାଦ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story