ଶାକାହାରୀ ହୋଇ ମୁଁ ବହୁତ ଖୁସି : ବିରାଟ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍ ବିରାଟ କୋହଲି ନିଜ ଫିଟନେସ୍‌କୁ ବିଶେଷ ଧ୍ୟାନ ଦେଇଥା’ନ୍ତି। ସବୁଠାରୁ ଫିଟ୍‌ ଖେଳାଳିଙ୍କ ମଧ୍ୟରେ ବିରାଟଙ୍କ ନାମ ପ୍ରଥମେ ଗଣା ଯାଇଥାଏ। କେବଳ ଯେ ସେ ଫିଟ୍‌ ରୁହନ୍ତି ତାହା ନୁହେଁ, କ୍ୟାପଟେନ୍ ହେବା ପରେ ସେ ଟିମ୍‌ରେ ଖେଳାଳିଙ୍କୁ ଫିଟନେସ୍‌ କଲଚର୍‌କୁ ନେଇ ପ୍ରେରଣା ମଧ୍ୟ ଦେଇଥା’ନ୍ତି। ଏଥିପାଇଁ ଗତବର୍ଷ ଶାକାହାରୀ ହେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଶାକାହାରୀ ରହିବା ନେଇ ବିରାଟ କରିଥିବା ଏକ […]

virat

virat

Puspanjali Panda
  • Published: Wednesday, 23 October 2019
  • Updated: 23 October 2019, 03:02 PM IST

Sports

Latest News

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍ ବିରାଟ କୋହଲି ନିଜ ଫିଟନେସ୍‌କୁ ବିଶେଷ ଧ୍ୟାନ ଦେଇଥା’ନ୍ତି। ସବୁଠାରୁ ଫିଟ୍‌ ଖେଳାଳିଙ୍କ ମଧ୍ୟରେ ବିରାଟଙ୍କ ନାମ ପ୍ରଥମେ ଗଣା ଯାଇଥାଏ। କେବଳ ଯେ ସେ ଫିଟ୍‌ ରୁହନ୍ତି ତାହା ନୁହେଁ, କ୍ୟାପଟେନ୍ ହେବା ପରେ ସେ ଟିମ୍‌ରେ ଖେଳାଳିଙ୍କୁ ଫିଟନେସ୍‌ କଲଚର୍‌କୁ ନେଇ ପ୍ରେରଣା ମଧ୍ୟ ଦେଇଥା’ନ୍ତି। ଏଥିପାଇଁ ଗତବର୍ଷ ଶାକାହାରୀ ହେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।

ବର୍ତ୍ତମାନ ଶାକାହାରୀ ରହିବା ନେଇ ବିରାଟ କରିଥିବା ଏକ ଟ୍ୱିଟ୍ ଚର୍ଚ୍ଚାରେ ରହିଛି। ବୁଧବାର ନେଟଫ୍ଲିକ୍ସର ଏକ ଡକ୍ୟୁମେଣ୍ଟାରୀ ‘ଗେମ୍‌ ଚେଞ୍ଜର୍‌’ ଦେଖିବା ପରେ କୋହଲି ଟ୍ୱିଟ୍‌ କରି କହିଛନ୍ତି, ନେଟଫ୍ଲିକ୍ସରେ ‘ଗେମ୍‌ ଚେଞ୍ଜର୍‌’ ଶୋ’ ଦେଖିଲି। ଏବେ ଜଣେ ଶାକାହାରୀ ଆଥ୍‌ଲେଟ୍‌ ଭାବରେ ମୁଁ ଅନୁଭବ କରୁଛି ଯେ ଏତେ ବର୍ଷ ଧରି ଡାଏଟ୍‌କୁ ନେଇ ମୋର ଯେଉଁ ଧାରଣା ରହିଥିଲା, ତାହା ଭୁଲ୍‌। ବହୁତ ଭଲ ଡକ୍ୟୁମେଣ୍ଟାରୀ। ଶାକାହାରୀ ହେବା ପରେ ଜୀବନରେ ମୁଁ ଯାହା ଅନୁଭବ କରିନଥିଲି, ତାହା ଏହି ଫିଲ୍ମ ଦେଖିବା ପରେ ଅନୁଭବ କରୁଛି।’

https://twitter.com/imVkohli/status/1186846323137380352

ସୂଚନାଯୋଗ୍ୟ, ଏହି ଡକ୍ୟୁମେଣ୍ଟାରୀରେ ମାଂସ, ପ୍ରୋଟିନ୍‌ ଓ ଶକ୍ତିକୁ ନେଇ ଦେଖାଯାଇଛି। ଶାକାହାରୀ ରହି ମଧ୍ୟ ଆପଣ କିପରି ଦୁନିଆରେ ସବୁଠାରୁ ଶକ୍ତିଶାଳୀ ହୋଇପାରବେ ଏହି ଡକ୍ୟୁମେଣ୍ଟାରୀରେ ଦେଖାଯାଇଛି।

ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପୂର୍ବରୁ ବିରାଟ ମାଂସାହାରୀ ଥିଲେ। ବଟର୍‌ ଚିକେନ୍‌ ତାଙ୍କର ପ୍ରିୟ ଖାଦ୍ୟ ଥିଲା। କିନ୍ତୁ ନିଜ ଫିଟନେସ୍‌ ଓ ଡାଏଟ୍‌କୁ ଧ୍ୟାନ ଦେବା ପାଇଁ କୋହଲି ବିବାହ ପରେ ମାଂସ ଓ ମାଛ ଖାଇବା ଛାଡ଼ି ଭେଗାନ୍ ଡାଏଟ୍‌କୁ ଫଲୋ କରିଥିଲେ।

ବିରାଟଙ୍କର ଏହି ଟ୍ୱିଟଟି ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କର ପ୍ରଶଂସକ ବିରାଟଙ୍କୁ ପ୍ରଶଂସା କରିବା ସହିତ ସମସ୍ତ ଶାକାହାରୀଙ୍କ ପାଇଁ ବିରାଟ ପ୍ରେରଣା ବୋଲି ୟୁଜର୍‌ ଟ୍ୱିଟ୍‌ କରି ପ୍ରତିକ୍ରିୟା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story