ପୁଣି ପଡ଼ିଆକୁ ଓହ୍ଲାଇଲେ ସେହୱାଗ, ଖେଳିଲେ ବିସ୍ଫୋରକ ଇନିଂସ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦର ସେହୱାଗ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଯାଇଛନ୍ତି ସତ, କିନ୍ତୁ କ୍ରିକେଟ୍‌ ଖେଳ ପ୍ରତି ଥିବା ତାଙ୍କ ଭଲ ପାଇବା କମିନାହିଁ। ସେହିପରି ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରିବା ମଧ୍ୟ ସେ ଛାଡ଼ିନାହାନ୍ତି। ନିକଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେହୱାଗ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ସେ ନିଜ ବ୍ୟାଟିଂ ଯାଦୁରେ ଷ୍ଟାଡିୟମରେ ଥିବା ଦର୍ଶକକୁ ବେଶ ମନୋରଞ୍ଜନ କରିଛନ୍ତି। ଏହି ମ୍ୟାଚ୍‌ରେ ସେହୱାଗ ଛକା ମାରି […]

viru

viru

Hemant Lenka
  • Published: Tuesday, 11 September 2018
  • Updated: 11 September 2018, 04:15 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦର ସେହୱାଗ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଯାଇଛନ୍ତି ସତ, କିନ୍ତୁ କ୍ରିକେଟ୍‌ ଖେଳ ପ୍ରତି ଥିବା ତାଙ୍କ ଭଲ ପାଇବା କମିନାହିଁ। ସେହିପରି ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରିବା ମଧ୍ୟ ସେ ଛାଡ଼ିନାହାନ୍ତି। ନିକଟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେହୱାଗ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ସେ ନିଜ ବ୍ୟାଟିଂ ଯାଦୁରେ ଷ୍ଟାଡିୟମରେ ଥିବା ଦର୍ଶକକୁ ବେଶ ମନୋରଞ୍ଜନ କରିଛନ୍ତି। ଏହି ମ୍ୟାଚ୍‌ରେ ସେହୱାଗ ଛକା ମାରି ପ୍ରମାଣିତ କରିଦେଇଛନ୍ତି ଯେ, ବାଘ ବୁଢ଼ା ହୋଇଗଲେ ମଧ୍ୟ ଶିକାର କରିବା କେବେ ଭୁଲେ ନାହିଁ।
 
୩୯ ବର୍ଷୀୟ ସେହୱାଗ ପୂର୍ବରୁ ଯେଉଁଭଳି ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ ଏବଂ ଯେଉଁଥିପାଇଁ ତାଙ୍କୁ ଦୁନିଆ ଜାଣିଥିଲା, ଏବେ ମଧ୍ୟ ସେ ସମାନ ଶୈଳୀରେ ବ୍ୟାଟିଂ କରୁଛନ୍ତି। ସେହୱାଗଙ୍କ ଏଭଳି ଛକା ମାରିବା ଶୈଳୀକୁ ଦେଖି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଆଡାମ୍‌ ଗିଲଖ୍ରୀଷ୍ଟ ମଧ୍ୟ ପ୍ରଶଂସା କରିଛନ୍ତି।
 
ବୀରେନ୍ଦର ସେହୱାଗ କର୍ଣ୍ଣାଟକ ଚଳଚ୍ଚିତ୍ର କପ୍‌(କେସିସି)ରେ କନ୍ଦମ୍ବା ଲାୟନ୍‌ସ ପକ୍ଷରୁ ମ୍ୟାଚ୍‌ ଖେଳୁଛନ୍ତି। ଏହି ୧୦ ଓଭର ବିଶିଷ୍ଟ ମ୍ୟାଚ୍‌ଟି ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା।  ସେହୱାଗ ଟ୍ୱିଟର୍‌ରେ ଏହି ମ୍ୟାଚ୍‌ର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେୱାଗ ପ୍ରଥମେ ୪ ପରେ ଛକା ଓ ପୁଣି ଏକ ଚୌକା ମାରୁଥିବା ଦୃଶ୍ୟ ରହିଛି। ଏହି ଭିଡିଓକୁ ଦେଖି ଅନେକ ଲୋକ ସେହୱାଗଙ୍କୁ ପ୍ରଶଂସା କରିଛନ୍ତି। 

https://twitter.com/i/status/1038749369657450496

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story