ଅଷ୍ଟ୍ରେଲିଆ ଚିଡ଼ାଇଲେ ଆମେ ବି ଛାଡ଼ିବୁନି, କହିଲେ ବିରାଟ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଭାରତର ପ୍ରତିଟି ମ୍ୟାଚ୍‌ରେ ସ୍ଲେଜିଂ ବା ଚିଡ଼ାଇବା ଘଟଣା ଦେଖିବାକୁ ମିଳେ। ଅନେକ ଥର ଏଭଳି ସ୍ଲେଜିଂ ଯୋଗୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି ଦଣ୍ଡିତ ହେବାର ମଧ୍ୟ ନଜିର ରହିଛି। ଏବେ ପୁଣି ସେଇ ସ୍ଲେଜିଂ ଫେରିବାର ସମ୍ଭାବନା ସୃଷ୍ଟି ହେଇଛି। କାରଣ ଆସନ୍ତା ୨୧ରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଆଜି ଟିମ ଇଣ୍ଡିଆ ଏଥିପାଇଁ ଅଷ୍ଟ୍ରେଲିଆ ମଧ୍ୟ ଯାତ୍ରା କରିଛି। ତେବେ ଗସ୍ତ […]

v4

v4

Hemant Lenka
  • Published: Thursday, 15 November 2018
  • Updated: 15 November 2018, 09:13 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଭାରତର ପ୍ରତିଟି ମ୍ୟାଚ୍‌ରେ ସ୍ଲେଜିଂ ବା ଚିଡ଼ାଇବା ଘଟଣା ଦେଖିବାକୁ ମିଳେ। ଅନେକ ଥର ଏଭଳି ସ୍ଲେଜିଂ ଯୋଗୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି ଦଣ୍ଡିତ ହେବାର ମଧ୍ୟ ନଜିର ରହିଛି।

ଏବେ ପୁଣି ସେଇ ସ୍ଲେଜିଂ ଫେରିବାର ସମ୍ଭାବନା ସୃଷ୍ଟି ହେଇଛି। କାରଣ ଆସନ୍ତା ୨୧ରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଆଜି ଟିମ ଇଣ୍ଡିଆ ଏଥିପାଇଁ ଅଷ୍ଟ୍ରେଲିଆ ମଧ୍ୟ ଯାତ୍ରା କରିଛି।

ତେବେ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଟିମ୍‌ ଅଷ୍ଟ୍ରେଲିଆକୁ ଚେତାବନୀ ଦେଇଛନ୍ତି। ବିରାଟ୍‌ କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଲେଜିଂ କରିବାକୁ ଚାହୁଁନାହୁଁ। କିନ୍ତୁ ଅଷ୍ଟ୍ରେଲିଆ ଖେଳାଳିମାନେ ଯଦି ଭାରତୀୟ ଖେଳାଳିଙ୍କୁ ପ୍ରଥମେ ଚିଡ଼ାନ୍ତି, ତା’ହେଲେ ଏହାର ଜବାବ ଦେବାକୁ ଆମେ ପ୍ରସ୍ତୁତ ରହିଛୁ।

ଆମେ ପ୍ରଥମେ କେବେ ବି କୌଣସି ଦେଶର ଖେଳାଳିଙ୍କୁ ଚିଡ଼ାଇ ନଥାଉ। ଯଦି କେହି ଆମକୁ ଚିଡ଼ାଏ, ତା’ହେଲେ ଆମ ଖେଳାଳିମାନେ ଏହାର ଠିକଣା ଜବାବ ଦେଇଥାଆନ୍ତି ବୋଲି ବିରାଟ୍‌ କହିଛନ୍ତି।

ଖେଳାଳିଙ୍କ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦେଇ ବିରାଟ୍‌ କହିଛନ୍ତି, ଅଷ୍ଟ୍ରେଲିଆରେ ଦଳର ଫିଟ୍‌ନେସ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏବେ ଆମ ଖେଳାଳିମାନେ ସଂପୂର୍ଣ୍ଣ ଫିଟ୍। ବେଳେବେଳେ ପିଚ୍‌ରୁ କୌଣସି ଲାଭ ମିଳେନାହିଁ।

ଏହି ସମୟରେ ଆମ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଆମେ ସର୍ବଦା ଆମର ବୋଲିଂ ଭଲ ବୋଲି କହିଥାଉ। କିନ୍ତୁ ଏଥର ବ୍ୟାଟସ୍‌ମ୍ୟାନ୍‌ମାନେ ମଧ୍ୟ ଫର୍ମରେ ଅଛନ୍ତି ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ଭାରତ ପ୍ରଥମେ ଅଷ୍ଟ୍ରେଲିଆ ସହ ୩ଟି ଟି-୨୦, ପରେ ୪ଟିକିଆ ଟେଷ୍ଟ ସିରିଜ୍‌ ଏବଂ ପରେ ୩ ଟିକିଆ ଦିନିକିଆ ସିରିଜ୍‌ ଖେଳିବ।

ଏଥର ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଉଭୟ ଟି଼-୨୦ ଓ ଦିନିକିଆ ସିରିଜ୍‌ ଖେଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story