୩୩ ବୋତଲ ବିୟର ପାଇଲେ କୁକ୍‌, କିଏ ଓ କାହିଁକି ଦେଲା

ଓଭାଲ୍‌: ଟିମ୍‌ ଇଂଲଣ୍ଡର ଓପନର୍‌ ଆଲିଷ୍ଟର୍‌ କୁକ୍‌ ୱାଇନ୍‌ ବଦଳରେ ବିୟର ପିଇବାକୁ ଭଲ ପାଆନ୍ତି। ତେଣୁ ସେ ଯେତେବେଳେ ତାଙ୍କ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ର ଦ୍ଵିତୀୟ ଇନିଂସରେ ତାଙ୍କ କ୍ରିକେଟ୍‌ କ୍ୟାରିଅରର ୩୩ତମ ଶତକ ହାସଲ କଲେ, ସେତେବେଳେ ସାମ୍ବାଦିକମାନଙ୍କ ପକ୍ଷରୁ ତାଙ୍କୁ ୩୩ଟି ବୋତଲ୍‌ ବିୟର୍‌ ଉପହାର ଆକାରରେ ଦିଆଯାଇଥିଲା। ଓଭାଲ ଟେଷ୍ଟର  ୪ର୍ଥ ଦିନର ଖେଳ ଶେଷ ହେବା ପରେ  କୁକ୍‌ଙ୍କୁ ଏଭଳି ବିୟର ଉପହାର ମିଳିଥିଲା।      କୁକ୍‌ ତାଙ୍କ […]

as1

as1

Hemant Lenka
  • Published: Tuesday, 11 September 2018
  • Updated: 11 September 2018, 01:05 PM IST

Sports

Latest News

ଓଭାଲ୍‌: ଟିମ୍‌ ଇଂଲଣ୍ଡର ଓପନର୍‌ ଆଲିଷ୍ଟର୍‌ କୁକ୍‌ ୱାଇନ୍‌ ବଦଳରେ ବିୟର ପିଇବାକୁ ଭଲ ପାଆନ୍ତି। ତେଣୁ ସେ ଯେତେବେଳେ ତାଙ୍କ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ର ଦ୍ଵିତୀୟ ଇନିଂସରେ ତାଙ୍କ କ୍ରିକେଟ୍‌ କ୍ୟାରିଅରର ୩୩ତମ ଶତକ ହାସଲ କଲେ, ସେତେବେଳେ ସାମ୍ବାଦିକମାନଙ୍କ ପକ୍ଷରୁ ତାଙ୍କୁ ୩୩ଟି ବୋତଲ୍‌ ବିୟର୍‌ ଉପହାର ଆକାରରେ ଦିଆଯାଇଥିଲା। ଓଭାଲ ଟେଷ୍ଟର 
୪ର୍ଥ ଦିନର ଖେଳ ଶେଷ ହେବା ପରେ  କୁକ୍‌ଙ୍କୁ ଏଭଳି ବିୟର ଉପହାର ମିଳିଥିଲା।   
 
କୁକ୍‌ ତାଙ୍କ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ଅନେକ ଥର ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସାମ୍ବାଦିକଙ୍କ ସହ ବନ୍ଧୁ ଭଳି ବ୍ୟବହାର କରିଛନ୍ତି। ତେଣୁ ସମସ୍ତ ସାମ୍ବାଦିକଙ୍କ  ପକ୍ଷରୁ ତାଙ୍କୁ ଏଭଳି ଉପହାର ଦିଆଯାଇଛି ବୋଲି ଜଣେ ସାମ୍ବାଦିକ କହିଛନ୍ତି।
 
କୁକ୍‌ ଇଂଲଣ୍ଡ ପକ୍ଷରୁ ୧୬୧ଟି ଅନ୍ତର୍ଜାତୀୟ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିବା ବେଳେ ୪୫.୩୫ ହାରରେ ୧୨୪୭୨ ରନ୍‌ କରିଛନ୍ତି। ଏଥିରେ ୩୩ଟି ଶତକ ଓ ୫୭ଟି ଅର୍ଦ୍ଧଶତକ ରହିଛି। 
 
ସାମ୍ବାଦିକମାନେ କୁକ୍‌ଙ୍କ ସହ ଆଲୋଚନା ସମୟରେ ତାଙ୍କୁ କହିଛନ୍ତି, “ଜୀବନରେ ଉତ୍ଥାନପତନ ଆସିଥାଏ। କିନ୍ତୁ ଆପଣ ବେଶ ପ୍ରଫେସନାଲ୍‌ ଭାବେ ଆମ ସହ ବ୍ୟବହାର କରିଛନ୍ତି। ଆପଣ ଆମ ପାଇଁ ଯାହା କରିଛନ୍ତି, ସେଥିପାଇଁ ଆମେ ଆପଣଙ୍କ ପାଖରେ ୠଣୀ  ଆପଣ ଥରେ କହିଥିଲେ, ରାତ୍ରି  ଭୋଜନକୁ ଯିବା ବେଳେ ଆପଣ ୱାଇନ୍‌ ବଦଳରେ ବିୟର ପିଇବାକୁ ଭଲ ପାଆନ୍ତି। ତେଣୁ ଆପଣଙ୍କୁ ଆମେ ବିୟର ଦେଉଛୁ।”
 
ଏହାପରେ କୁକ୍‌ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଉପସ୍ଥିତ ଥିବା ସବୁ ସାମ୍ବାଦିକଙ୍କ ସହ ହାତ ମିଳାଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story