କାହିଁକି ନୀରବ ବବି ଦାସ ? | Odisha Reporter
ରାଜଶ୍ରୀଙ୍କ ମୃତ୍ୟୁ ନେଇ ଓସିଏ କାହିଁକି ନୀରବ? କାହିଁକି ମୁହଁ ଖୋଲୁ ନାହାନ୍ତି ସଭାପତି ବବି ଦାସ? କ୍ରୀଡାମନ୍ତ୍ରୀ ତୁଷାରକାନ୍ତିଙ୍କ ପାଟିରେ ତୁଣ୍ଡି ପିନ୍ଧାଇଛି କିଏ? ରାଜଶ୍ରୀଙ୍କ ମୃତ୍ୟକୁ ନେଇ ବଢୁଛି ସସପେନ୍ସ। ପରିବାର ଲୋକଙ୍କ ଅଭିଯୋଗ ପରେ ବି ଓସିଏର ନାହିଁ ସ୍ପଷ୍ଟୀକରଣ। ଶୋକସଭା ନାହିଁ କି ଶ୍ରଦ୍ଧାଞ୍ଜଳି ବି ନାହିଁ। ସୌଜନ୍ୟତା ଭୁଲିଗଲା କି ଆସୋସିଏସନ। ଚୁପ ରହିବାକୁ ସଭାପତିଙ୍କ ଅଲିଖିତ ନିର୍ଦ୍ଦେଶ ରହିଛି କି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
