ରାଜଶ୍ରୀଙ୍କ ମୃତ୍ୟୁ ନେଇ ଓସିଏ କାହିଁକି ନୀରବ? କାହିଁକି ମୁହଁ ଖୋଲୁ ନାହାନ୍ତି ସଭାପତି ବବି ଦାସ? କ୍ରୀଡାମନ୍ତ୍ରୀ ତୁଷାରକାନ୍ତିଙ୍କ ପାଟିରେ ତୁଣ୍ଡି ପିନ୍ଧାଇଛି କିଏ? ରାଜଶ୍ରୀଙ୍କ ମୃତ୍ୟକୁ ନେଇ ବଢୁଛି ସସପେନ୍ସ। ପରିବାର ଲୋକଙ୍କ ଅଭିଯୋଗ ପରେ ବି ଓସିଏର ନାହିଁ ସ୍ପଷ୍ଟୀକରଣ। ଶୋକସଭା ନାହିଁ କି ଶ୍ରଦ୍ଧାଞ୍ଜଳି ବି ନାହିଁ। ସୌଜନ୍ୟତା ଭୁଲିଗଲା କି ଆସୋସିଏସନ। ଚୁପ ରହିବାକୁ ସଭାପତିଙ୍କ ଅଲିଖିତ ନିର୍ଦ୍ଦେଶ ରହିଛି କି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଆସନ୍ତାକାଲି ବକ୍ସିଂ ଡେ ଟେଷ୍ଟ: ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଓପନ କରିପାରନ୍ତି ରୋହିତ
ଭାରତୀୟ ଟିମ ମେଲବର୍ଣ୍ଣ ପିଚ୍କୁ ଦେଖି ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ସେହିପରି ପ୍ରଥମ ୩ଟି ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ବ୍ୟାଟିଂ ଅର୍ଡର ମଧ୍ୟ ବଦଳିପାରେ।
Cricket
ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଅଷ୍ଟ୍ରେଲିଆ, ଏହି ଦୁଇ ଖେଳାଳି ସାମିଲ
ଦିନକ ପୂର୍ବରୁ ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଦଳ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି।
Cricket
ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ୨ନଂରେ ସ୍ମୃତି ମନ୍ଧାନା
ଚଳିତ ସପ୍ତାହରେ ମନ୍ଧାନା ଇଣ୍ଡିଜ ବିପକ୍ଷରେ ଖେଳିଥିବା ୨ଟି ଟି-୨୦ରେ ଯଥାକ୍ରମେ ୬୨ ଓ ୭୭ ରନ କରିଥିଲେ। ଏଥିପାଇଁ ସେ ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚଛନ୍ତି। ୨୮ ବର୍ଷୀୟ ମନ୍ଧାନା ପ୍ରଥମ ଦିନିକିଆରେ ୯୧ ଓ ଦ୍ୱିତୀୟ ଦିନିକିଆରେ ୫୩ ରନର ଇନିଂସ ଖେଳିଥିଲେ।
Cricket
ICC Ranking: ଐତିହାସିକ ରେକର୍ଡ କଲେ ବୁମ୍ରା, ଅଶ୍ୱିନଙ୍କ ସମକକ୍ଷ ହେଲେ
ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଅଶ୍ୱିନ ୨୦୧୬ ଡିସେମ୍ବର ମାସରେ ରେକର୍ଡ ୯୦୪ ରେଟିଂ ପଏଣ୍ଟ ହାସଲ କରିଥିଲେ। ଆଜି ବୁମ୍ରା ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।
Cricket
ବାପା ହେଲେ ଟିମ ଇଣ୍ଡିଆର କ୍ରିକେଟର ଅକ୍ଷର ପଟେଲ
ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ସେମାନଙ୍କ ନବଜାତ ପୁଅ ଟିମ ଇଣ୍ଡିଆର ଜର୍ସୀ ପିନ୍ଧିଥିବା ଫଟୋ ପୋଷ୍ଟ କରିଛନ୍ତି।