Advertisment

ଲୁଚିକି ଦେଖୁଛି AI, କେମିତି କରିବେ କପି ?

AI ରୋକୁଛି କପି, ଧରିନେଉଛି ସାମାନ୍ୟ ବିଶୃଙ୍ଖଳା ଓ ଅବ୍ୟବସ୍ଥା।

author-image
Manoj Swain

ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ହିଁ ଆଲର୍ଟ ଦେଲାଣି AI, ରୋକୁଛି କପି, ଧରିନେଉଛି ସାମାନ୍ୟ ବିଶୃଙ୍ଖଳା ଓ ଅବ୍ୟବସ୍ଥା। ମଣିଷ ଆଖିକୁ ଚକମା ଦେଇହେଉଛି, କିନ୍ତୁ AI କ୍ୟାମେରାକୁ ନୁହେଁ । କଟକ ଜିଲ୍ଲା ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲର ଏହି ଦୃଶ୍ୟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Cuttack Matric Exam