ଅଦ୍ୟତନ ହୋଇଛି
diesel engine bike
Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ବର୍ତ୍ତମାନ ଭାରତରେ ନୂଆ ନୂଆ ବାଇକ୍ ଲଞ୍ଚ୍ ହେଉଛି। କମ୍ପାନୀଗୁଡ଼ିକ ମଧ୍ୟ ଗ୍ରାହକଙ୍କ ଡିମାଣ୍ଡକୁ ଆଖି ଆଗରେ ରଖି ଆକର୍ଷଣୀୟ ଲୁକ୍ରେ ବାଇକ୍ଗୁଡ଼ିକୁ ବଜାରକୁ ଛାଡ଼ୁଛନ୍ତି।
Advertisment
ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଦେଶରେ ଅଟୋମୋବାଇଲ୍ କମ୍ପାନୀଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଏସବୁକୁ ଆଖି ଆଗରେ ରଖି ଦେଶର ଅଗ୍ରଣୀ ମୋଟର୍ ସାଇକେଲ୍ ନିର୍ମାତା କମ୍ପାନୀ ‘ହିରୋ ମୋଟୋ କର୍ପ’ ଏବେ ଡିଜେଲ୍ ଇଞ୍ଜିନ୍ ବିଶିଷ୍ଟ ବାଇକ୍ ଲଞ୍ଚ୍ କରିବାକୁ ଯାଉଛି।ବାଇକ୍ଟିରେ ଦମ୍ଦାର୍ ପାୱାର୍ ସହିତ ଜବରଦସ୍ତ ମାଇଲେଜ୍ ମଧ୍ୟ ରହିବ।
[caption id="attachment_274513" align="aligncenter" width="1093"]
photo-.autocarindia.com[/caption]
Advertisment
ହିରୋର ଏହି ଡିଜେଲ୍ ଇଞ୍ଜିନ୍ ବିଶିଷ୍ଟ ବାଇକ୍ର ନାଁ Hero RnT ରଖାଯାଇଛି। ପୂର୍ବରୁ ଏହି ବାଇକ୍ଟି ବିଦେଶରେ ବିକ୍ରି ହେଉଥିବା ବେଳେ କମ୍ପାନୀ ଏହାକୁ ପ୍ରଥମ ଥର ପାଇଁ ଭାରତରେ ଲଞ୍ଚ୍ କରିବାକୁ ଯୋଜନା କରୁଛି।
ଆଡ୍ଭାନ୍ସଡ଼ ଫିଚର୍ ବିଶିଷ୍ଟ ଏହି ବାଇକ୍ର ଡିଜାଇନ୍ ଓ ଲୁକ୍ ଅନ୍ୟ ବାଇକ୍ଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଖୁବ୍ ଆକର୍ଷଣୀୟ ହୋଇଛି।
[caption id="attachment_274514" align="aligncenter" width="1102"]
photo- images.maxabout.com[/caption]
ବିଶେଷତ୍ୱ:
- ନୂଆ Hero RnT ବାଇକ୍ରେ ୧୫୦ ସିସି ଡିଜେଲ୍ ଇଞ୍ଜିନ୍ ଦିଆଯାଇଛି। ଯାହା ୧୩.୫ ବିଏଚ୍ପି ଇଞ୍ଜିନ୍ ସହିତ ୩୫ ନ୍ୟୁଟନ୍ ମିଟର୍ ଟର୍କ ଜେନେରେଟ୍ କରିଥାଏ।
- ଏଥିରେ ୬- ସ୍ପିଡ୍ ଗିୟର୍ ବକ୍ସ ବି ଦିଆଯାଇଛି।
- ଏହାର ମାଇଲେଜ୍ ଲିଟର୍ ପ୍ରତି ୬୦ କିମି ରହିବ ବୋଲି କମ୍ପାନୀ ଦାବି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/shifting-gears.jpg)