ଫଟୋଗ୍ରାଫି ଓ ଶୁଟିଂ ପାଇଁ ବେଷ୍ଟ୍‌ କ୍ୟାମେରା ଫୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଫଟୋଗ୍ରାଫି କିମ୍ବା ଭିଡିଓ ଶୁଟିଂ କରିବା ଆଜିକାଲି ଏକ ନିଶାରେ ପରିଣତ ହୋଇଗଲାଣି। ଅଧିକାଂଶ ଲୋକେ ନିଜ ମୋବାଇଲ୍ ଫୋନ୍‌ରେ ଫଟୋ ଉଠାଇବା ସହ ଭିଡିଓ ଶୁଟିଂ କରି ସୋଶାଲ୍ ମିଡିଆରେ ଅପଲୋଡ୍ କରୁଛନ୍ତି। ସୋଶାଲ୍ ମିଡିଆ ମଧ୍ୟ ଏଥିପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଉଛି। ତେଣୁ ଲୋକେ ୟୁଟ୍ୟୁବ୍ ଭଳି ସୋଶାଲ୍ ମିଡିଆରେ ଚ୍ୟାନେଲ୍ ଖୋଲି ଭିଡିଓ ଅପଲୋଡ୍ କରି ଦୁଇପଇସା ରୋଜଗାର କରୁଛନ୍ତି। ପୂର୍ବରୁ ଫଟୋ ଉଠାଇବାକୁ କିମ୍ବା ଭିଡିଓ ଶୁଟିଂ କରିବାକୁ […]

www.mobiles.co.uk

www.mobiles.co.uk

Abinash Pati
  • Published: Saturday, 01 September 2018
  • Updated: 01 September 2018, 03:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଫଟୋଗ୍ରାଫି କିମ୍ବା ଭିଡିଓ ଶୁଟିଂ କରିବା ଆଜିକାଲି ଏକ ନିଶାରେ ପରିଣତ ହୋଇଗଲାଣି। ଅଧିକାଂଶ ଲୋକେ ନିଜ ମୋବାଇଲ୍ ଫୋନ୍‌ରେ ଫଟୋ ଉଠାଇବା ସହ ଭିଡିଓ ଶୁଟିଂ କରି ସୋଶାଲ୍ ମିଡିଆରେ ଅପଲୋଡ୍ କରୁଛନ୍ତି। ସୋଶାଲ୍ ମିଡିଆ ମଧ୍ୟ ଏଥିପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଉଛି। ତେଣୁ ଲୋକେ ୟୁଟ୍ୟୁବ୍ ଭଳି ସୋଶାଲ୍ ମିଡିଆରେ ଚ୍ୟାନେଲ୍ ଖୋଲି ଭିଡିଓ ଅପଲୋଡ୍ କରି ଦୁଇପଇସା ରୋଜଗାର କରୁଛନ୍ତି।

ପୂର୍ବରୁ ଫଟୋ ଉଠାଇବାକୁ କିମ୍ବା ଭିଡିଓ ଶୁଟିଂ କରିବାକୁ ହେଲେ, କ୍ୟାମେରାର ଆବଶ୍ୟକତା ପଡୁଥିଲା। ବର୍ତ୍ତମାନ ଏହିସବୁ କାମ ମୋବାଇଲ୍‌ ଫୋନ୍‌ରେ ହୋଇପାରୁଥିବାରୁ ଲୋକମାନେ ସହଜରେ ଫଟୋ ଓ ଭିଡିଓ ଶୁଟ୍ କରିପାରୁଛନ୍ତି। ଏଥିପାଇଁ ଅଧିକାଂଶ ଲୋକେ ଭଲ କ୍ୟାମେରା ଥିବା ଫୋନ୍ ଖୋଜୁଛନ୍ତି। ଏହାଦ୍ଵାରା ସେମାନେ ଭଲ କ୍ଲାରିଟିଯୁକ୍ତ ଫଟୋ ଉଠାଇ ପାରିବେ ଓ ଭିଡିଓ ମଧ୍ୟ ରେକର୍ଡ କରିପାରିବେ।

ଆଜି ଆମେ ଆପଣଙ୍କୁ କେତୋଟି ଭଲ କ୍ୟାମେରାବିଶିଷ୍ଟ ସ୍ମାର୍ଟ୍‌ ଫୋନ୍ ବିଷୟରେ ଜଣାଇବୁ।  ଯାହାଦ୍ୱାରା ଆପଣ ଡିଏସ୍‌ଏଲ୍‌ଆର୍‌ କ୍ୟାମେରା କ୍ୱାଲିଟିର ଫଟୋ ଓ ଭିଡିଓ ପାଇପାରିବେ।

[caption id="attachment_270331" align="aligncenter" width="1076"]pixel-1 photo-ndtv[/caption]

Google Pixel 2 XL: ବର୍ତ୍ତମାନ ପାଇଁ Google Pixel 2 XL ସବୁଠାରୁ ଭଲ କ୍ୟାମେରା ସ୍ମାର୍ଟ୍‌ ଫୋନ୍‌। ଏହି ଫୋନ୍‌ରେ ୧୨.୨ ମେଗାପିକ୍ସେଲ୍ ରିୟର୍‌ କ୍ୟାମେରା ଓ ସେଲ୍‌ଫି ପାଇଁ ୮ ମେଗାପିକ୍ସେଲ୍‌ ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହି ସ୍ମାର୍ଟ୍‌ ଫୋନ୍‌ରେ ଆପଣ ପ୍ରଫେସନାଲ୍‌ଙ୍କ ଭଳି ଫଟୋ ଉଠାଇପାରିବେ ଓ ଭିଡିଓ ରେକର୍ଡ ମଧ୍ୟ କରିପାରିବେ।

i-phone

Apple iPhone X:  ଆପଲ୍‌ କମ୍ପାନୀର ଏହି ସ୍ମାର୍ଟ୍ ଫୋନ୍‌ର କ୍ୟାମେରା କ୍ୱାଲିଟି ଖୁବ୍ ଚମତ୍କାର। ଏଥିରେ ୧୨ ମେଗାପିକ୍ସେଲ୍‌ର ଦୁଇଟି ରିୟର୍‌ କ୍ୟାମେରା ରହିଛି। ସେହିଭଳି ସେଲ୍‌ଫି ପାଇଁ ଏଥିରେ ୭ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି। ଆପଲ୍‌ କମ୍ପାନୀର ଏହା  ପ୍ରଥମ ବ୍ୟାଜଲ୍‌ ଲେସ୍‌ ଡିସ୍‌ପ୍ଲେ ଯୁକ୍ତ ସ୍ମାର୍ଟ୍‌ ଫୋନ୍‌। ଅନ୍ୟ ସ୍ମାର୍ଟ ଫୋନ୍‌ଗୁଡ଼ିକଠାରୁ ଏହି ଫୋନ୍‌ରେ ସେତେମାତ୍ରାରେ ସ୍ୟାଚ୍ୟୁରେସନ୍‌ ନ ଆସି ନ୍ୟାଚୁରାଲ୍‌ ଫଟୋ ଓ ଭିଡିଓ ଆସିଥାଏ।

Samsung Galaxy S9+: ସାମ୍‌ସଙ୍ଗ୍‌ କମ୍ପାନୀର ଏହି ଗ୍ୟାଲାକ୍ସି ଏସ୍‌ ୯ ଓ ଏସ୍ ୯ ପ୍ଲସ୍ ଦୁଇଟି ସ୍ମାର୍ଟ୍‌ ଫୋନ୍‌ ଫଟୋଗ୍ରାଫି ଓ ଭିଡିଓ ସୁଟିଂ ପାଇଁ ସବୁଠାରୁ ବଢ଼ିଆ।

Untitled-1

ଏଥିରେ ୧୨ ମେଗାପିକ୍ସେଲ୍‌ର ଦୁଇଟି ରିୟର୍‌ କ୍ୟାମେରା ସେଟ୍‌ ଅପ୍‌ ସହିତ ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହି ଫୋନ୍‌ରେ ଉଭୟ ଭିଡିଓ ଓ ଫଟୋ କ୍ୱାଲିଟି ଏକଦମ୍‌ ପ୍ରଫେସନାଲ୍ ରହିଛି। ଭିଡିଓ ସୁଟିଂ କଲାବେଳେ କ୍ୟାମେରା ପ୍ୟାନିକ୍ କଲେ ବ୍ଲର୍‌ ସ୍ଥାନଟି ସଙ୍ଗେ ସଙ୍ଗେ କରେକ୍ଟ ହୋଇଯିବ ଓ ସୁନ୍ଦର ଭିଡିଓ ରେକର୍ଡିଂ ମଧ୍ୟ ହୋଇପାରିବ।

[caption id="attachment_270340" align="aligncenter" width="1070"]stockcenter.co.il photo- stockcenter.co.il[/caption]

Apple iPhone 8+: ଭଲ କ୍ୟାମେରା ଫୋନ୍‌ ତାଲିକାରେ  ଆମ ଆକଳନ ଅନୁସାରେ, Apple iPhone 8+: ଚତୁର୍ଥ ସ୍ଥାନରେ ରହିଛି। ଏଥିରେ ମଧ୍ୟ ୧୨ ମେଗାପିକ୍ସେଲ୍‌ର ଡୁଆଲ୍‌ ରିୟର୍‌ କ୍ୟାମେରା ଦିଆଯାଇଛି। ସେଲ୍‌ଫି ପାଇଁ ୭ ମେଗାପିକ୍ସେଲ୍‌ ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟିକୁ ମଧ୍ୟ ଆପଣ ଫଟୋଗ୍ରାଫି କିମ୍ବା ଭିଡିଓ ସୁଟିଂ ପାଇଁ ବ୍ୟବହାର କରିପାରିବେ।

[caption id="attachment_270344" align="aligncenter" width="1106"]camerajabber.com-1 photo-camerajabber.com-1[/caption]

Samsung Galaxy Note 8: ବେଷ୍ଟ୍ କ୍ୟାମେରା ଫୋନ୍‌ ଲିଷ୍ଟରେ ଆମେ ଏହି ଫୋନ୍‌ଟି ଆମ ଲିଷ୍ଟର ୫ମ ସ୍ଥାନରେ ରହିଛି। ଏହି ସ୍ମାର୍ଟ୍‌ ଫୋନ୍‌ରେ ବି ୧୨ ମେଗାପିକ୍ସେଲ୍‌ର ଦୁଇଟି ରିୟର୍‌ କ୍ୟାମେରା ରହିଛି। ୮ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏଥରେ ମଧ୍ୟ ଆପଣ ପ୍ରପେସ୍‌ନାଲ୍‌ ଫଟୋଗ୍ରାଫର୍‌ଙ୍କ ପରି ଫଟୋ ସୁଟ୍‌ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story